Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Business
All business-related news will news will upload
୨୦ରୁ ନିର୍ମଳାଙ୍କ ପ୍ରାକ୍-ବଜେଟ୍ ଆଲୋଚନା
ଚଳିତ ମାସ ୨୦ରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିବେ। ସେ ଶିଳ୍ପ ସଂଗଠନଗୁଡ଼ିକ ସହ କଥାବାର୍ତ୍ତା କରି ବଜେଟ୍ରୁ ସେମାନେ କ’ଣ ଆଶା କରୁଛନ୍ତି ତାହା ଜାଣିବାକୁ ପ୍ରୟାସ କରିବେ। ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର ଯୋଜନା ରହିଛି।…
ବଜାରରେ ମହଙ୍ଗା ମାଡ଼
ଦେଶରେ ଲୋକସଭା ନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦେଶରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ଚାଉଳ ଠାରୁ ଆରମ୍ଭ କରି ଡାଲି, ତେଲ, ଅଟା, ସୁଜି,…
୮୦ ହଜାର ନିଯୁକ୍ତି ଦେବ ଟିସିଏସ, ପ୍ରକ୍ରିୟା ଆରମ୍ଭ କଲା କମ୍ପାନି
ଦେଶର ସବୁଠୁ ବଡ଼ ସଫ୍ଟଓ୍ବେର କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ ଲିମିଟେଡ଼ରେ ପ୍ରାୟ 80 ହଜାର ପଦବୀ ଖାଲି ପଡ଼ିଛି । କମ୍ପାନୀ ଏହି ପଦବୀ ଗୁଡ଼ିକ ପୂରଣ କରିବାକୁ ଯୋଜନା ରଖିଛି । କମ୍ପାନୀ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ପଦବୀଗୁଡ଼ିକ ପୂରଣ ହୋଇପାରିନି । କମ୍ପାନୀ ଆବଶ୍ୟକ…
ଜିଡିପିରେ ଭାରତର ସ୍ଥାନ ୧୨୯
ଜିଡିପିରେ ଭାରତର ସ୍ଥାନ ବିଶ୍ବରେ ୧୨୯। କ୍ରୟ ଶକ୍ତି ସମତା (ପିପିପି) ମୂଲ୍ୟରେ ହୋଇଥିବା ଏକ ହିସାବରୁ ଏହା ଜଣାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ଏପ୍ରିଲ ୨୦୨୪ ତଥ୍ୟ ଆଧାରରେ ୟର୍ଣ୍ଣଷ୍ଟ ଆଣ୍ଡ୍ ୟଙ୍ଗ ଏହା କହିଛି। ବିଶ୍ବର ଅର୍ଥନୀତିର ଆକାର ଦୃଷ୍ଟିରୁ…
ଇତିହାସ ରଚିଲା ଭାରତୀୟ ରେଳବାଇ
ଦେଶର ଲାଇଫଲାଇନ୍ କୁହାଯାଉଥିବା ଭାରତୀୟ ରେଳବାଇ ପୁଣି ଏକ ଇତିହାସ ରଚିଛି । ଶନିବାର ରେଳ ମନ୍ତ୍ରଣାଳୟ ‘ଲିମକା ବୁକ୍ ଅଫ୍ ରେକର୍ଡସ’ରେ ନିଜ ନାଁ ରେକର୍ଡ କରିଛି । ଭାରତୀୟ ରେଳବାଇ ସବୁଠାରୁ ବଡ଼ ପବ୍ଲିକ ସର୍ଭିସ ଇଭେଣ୍ଟ ଆୟୋଜିତ କରି ଏହି ରେକର୍ଡ କରିବାରେ ସଫଳ ହୋଇଛି । ଚଳିତ ବର୍ଷ…
ଏଲ୍ଆଇସି – ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପ୍ରବେଶ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ
ବର୍ତ୍ତମାନ ଜୀବନ ବୀମା କଂପାନିଗୁଡ଼ିକ ସ୍ୱାସ୍ଥ୍ୟ ବୀମା ପଲିସିକୁ ଅଣ୍ଡରରାଇଟ୍ କରିବାକୁ ଅନୁମତି ଦେଉନାହାନ୍ତି। ଏଭଳି ପଲିସିକୁ ସାଧାରଣ ବୀମା କଂପାନି ବା ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା କଂପାନିମାନେ ବିକ୍ରି କରିଥାନ୍ତି। ଏଲଆଇସି ଏକ ନିୟାମକ ଫାଇଲିଂରେ କହିଛି ଯେ ବର୍ତ୍ତମାନ ଆମେ ସ୍ପଷ୍ଟ…
ଲଞ୍ଚ ହେବ ସାଟେଲାଇଟ୍ ଇଣ୍ଟରନେଟ୍
ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ନେଇ ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ଅନୁମତି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଓ ଏବେ ଯୋଗାଯୋଗ କ୍ଷେତ୍ରରେ ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଯୋଗିତା କରିବ । ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ ସେବା ବିତରଣ କରିବା…
ଆସନ୍ତା ବର୍ଷ ଷ୍ଟକ୍ ବଜାର ନିମ୍ନଗାମୀ ହେବ – ଅର୍ଥନୀତିଜ୍ଞ ମତ
ଷ୍ଟକ୍ ବଜାରରେ ନିବେଶ କରୁଥିବା ଲୋକମାନଙ୍କୁ ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ସାବଧାନ କରିଛନ୍ତି। ୨୦୨୫ରେ ଏକ ବଡ଼ ଧରଣର ବିପଦ ଦେଖାଦେବ ବୋଲି ସେ ଆକଳନ କରିଛି। ସେହି ସଙ୍କଟ ୨୦୦୮ରେ ସମଗ୍ର ବିଶ୍ବରେ ଦେଖାଦେଇଥିବା ମାନ୍ଦାବସ୍ଥା ସମୟଠାରୁ ମଧ୍ୟ ଖରାପ ରହିବ ବୋଲି ସେ ଜଣାଇଛନ୍ତି।…
ଖୁଚୁରା ବଜାରରୁ ଖୁସି ଖବର
ନୂଆ ସରକାରଙ୍କ ପାଇଁ ପ୍ରଥମ ଦିନରୁ ଖୁସି ଖବର ଆସିଛି। ରାଜ୍ୟରେ ଉଚ୍ଚା ରହୁଥିବା ଖୁଚୁରା ଦରଦାମ୍ରେ ସୁଧାର ଘଟିଛି। ଗତ କିଛି ମାସ ହେଲାଣି ଲଗାତାର ଭାବେ ୭ ପ୍ରତିଶତରୁ ଅଧିକ ରହୁଥିବା ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୫ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଏବେବି ତାହା ସାରା ଦେଶରେ…
ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର
ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ…