Trending
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
- ଦଳରୁ ବହିଷ୍କାର ପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
- ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍
- ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଖେମିନି ନିହତ
- ରାଜଧାନୀରେ ୟୁଟ୍ୟୁବ ବ୍ଲଗରଙ୍କୁ ହାଣି ହାଣି ହତ୍ୟା
- ବିଜେପିରୁ ଆସିଲା ବଡ଼ ଖବର: ରାଜ୍ୟସଭା ଯିବେ ମନମୋହନ ସାମଲ!
- ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ
- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି
- ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି ,ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍
- କୋଲକାତାରେ ଶକ୍ତିଶାଳୀ ଭୂକମ୍ପ,ତୀବ୍ରତା ୫.୪ ରେକର୍ଡ
Browsing Category
Business
All business-related news will news will upload
ଏସିଆ ମାର୍କେଟରେ ହଇଚଇ ସୃଷ୍ଟି କରିଛି ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ ଡିଲ୍ , ଭାଙ୍ଗିବ ବାଂଲାଦେଶ ଅର୍ଥନୀତିର…
ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଟ୍ରେଡ ଡିଲ୍ ଏବେ ଏସିଆ ମାର୍କେଟରେ ହଇଚଇ ସୃଷ୍ଟି କରିଛି। ଏ ଖବର ଭାରତ ପାଇଁ ଖୁସି ଆଣିଥିବା ବେଳେ, ପଡ଼ୋଶୀ ଦେଶ ବାଂଲାଦେଶ ପାଇଁ କିନ୍ତୁ ସୃଷ୍ଟି କରିଛି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ଆମେରିକା ଭାରତୀୟ ପୋଷାକ ଏବଂ ବୟନ ସାମଗ୍ରୀ ଉପରେ ଆମଦାନୀ…
ଆୟକର ନିୟମ,୨୦୨୬”ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କଲା ଆୟକର ବିଭାଗ
ଶନିବାର ଦିନ ଆୟକର ବିଭାଗ "ଆୟକର ନିୟମ,୨୦୨୬"ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କରିଛି। ଏହି ନୂଆ ନିୟମଗୁଡ଼ିକ ଆଗାମୀ ଆର୍ଥିକ ବର୍ଷ,୧ ଏପ୍ରିଲ,୨୦୨୬ରୁ କାର୍ଯ୍ୟକାରୀ ହେବ। ସରକାର ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଏବଂ ସାଧାରଣ କରଦାତାଙ୍କ ପାଇଁ ନିୟମଗୁଡ଼ିକୁ ସହଜ କରିବାକୁ ଲକ୍ଷ୍ୟରେ ଏହି…
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା, ଏହି ସାମଗ୍ରୀ ଉପରେ ଶୂନ୍ୟ ପ୍ରତିଶତ ଶୁକ୍ଳ ଘୋଷଣା
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ଆମେରିକା ଏବଂ ଭାରତ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ପୀୟୁଷ ଗୋଏଲ…
ଆରବିଆଇର ମନିଟାରି ପଲିସି କମିଟି ବୈଠକ: ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍
ବଦଳିଲାନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ରନ ହୋଇନାହିଁ ।
ଶୁକ୍ରବାର ଆରବିଆଇର ମନିଟାରି ପଲିସି କମିଟି ବୈଠକ ବସିଥିଲା । ଏଥିରେ ରେପୋରେ କୌଣସି…
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ- ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଯାଉଥିବା ବାଣିଜ୍ୟ ରାଜିନାମାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଜଣାଇଛନ୍ତି ଯେ ଏହା ରାଜ୍ୟର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ। ଆମେରିକା ଶୁଳ୍କ କମ୍ କରିଥିବାରୁ ଓଡ଼ିଶାର…
ଗୋଟିଏ ଦିନରେ ଟଙ୍କା ମୂଲ୍ୟ ୧.୪% ବୃଦ୍ଧି ପାଇ ଡଲାର ପିଛା ୯୦.୨୭ ସ୍ତରରେ ପହଞ୍ଚିଛି
ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ ଟଙ୍କା ମୂଲ୍ୟ ୧.୪% ବୃଦ୍ଧି ପାଇ ଡଲାର ପିଛା ୯୦.୨୭ ସ୍ତରରେ ପହଞ୍ଚିଛି। ୨୦୧୮ ମସିହା ପରଠାରୁ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ଏହା…
ଚଳିତବର୍ଷ ଜାନୁଆରି ମାସରେ ଦେଶରେ ୧,୯୩,୩୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ
ଚଳିତବର୍ଷ ଜାନୁଆରି ମାସରେ ଦେଶରେ ୧,୯୩,୩୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ୨୦୨୫ ଜାନୁଆରିରେ ଜିଏସ୍ଟି ଆଦାୟ ରାଶି ୧,୮୨,୦୯୪ କୋଟି ଟଙ୍କା ରହିଥିଲା। ତେଣୁ ଗତବର୍ଷ ଜାନୁଆରି ତୁଳନାରେ ଚଳିତବର୍ଷ ଜାନୁଆରିରେ ଜିଏସ୍ଟି ଆଦାୟ ରାଶି ୬.୨ ପ୍ରତିଶତ ଅଧିକ ରହିଛି। ଦେଶରେ…
ଆୟକର ସ୍ଳାବରେ କୌଣସି ପରିବର୍ତନ ନାହିଁ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି, କାରଣ ଅର୍ଥମନ୍ତ୍ରୀ ରବିବାର ନବମ ଥର ପାଇଁ ତାଙ୍କର ବଜେଟ ଭାଷଣ ଦେଇଥିଲେ। ଶିକ୍ଷା, ନିଯୁକ୍ତି,…
ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି
ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ବଜେଟକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ଏହି ଅବସରରେ…
ଆସନ୍ତାକାଲିଠୁ ତମାଖୁ ସାମଗ୍ରୀର ମୂଲ୍ୟ ବୃଦ୍ଧି
ଜାନୁଆରୀ ଶେଷ ହୋଇଛି ଓ ଆସନ୍ତାକାଲିଠୁ ଫେବ୍ରୁଆରୀ ମାସ ଆରମ୍ଭ ହେବ । ଅନେକ ବଡ଼ ପରିବର୍ତ୍ତନ ସହ ମାସ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି ଟୋଲ୍ ଟ୍ୟାକ୍ସ ଓ ଷ୍ଟାସଟ୍ୟାଗ ସହ ଜଡ଼ିତ ନିୟମ ସାମିଲ ରହିଛି । ଅନ୍ୟପଟେ ସବୁଠୁ ବଡ଼ ଝଟକା ପାନ-ମସଲା ଓ…