Browsing Category

Business

All business-related news will news will upload

୨୦ ପ୍ରତିଶତ ଇଥାନଲ ମିଶ୍ରଣ ଏବଂ ୯୫ RON ପେଟ୍ରୋଲ ବିକ୍ରୟ କରିବା ବାଧ୍ୟତାମୂଳକ

କେନ୍ଦ୍ର ସରକାର ଇନ୍ଧନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଏବଂ ସର୍ବନିମ୍ନ ରିସର୍ଚ ଅକ୍ଟାନ ନମ୍ବର (RON) ୯୫ ସହିତ ପେଟ୍ରୋଲ ବିକ୍ରୟ କରିବା ବାଧ୍ୟତାମୂଳକ ହେବ। ତେଲ ଆମଦାନୀ ଏବଂ…

ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି ପ୍ରବର୍ତ୍ତନ…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା "ଆବୋଡ୍"କୁ ଜବତ କରିଛି। ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ…

ସୁନା ମୂଲ୍ୟ ବୃଦ୍ଧିର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଦେଶର ବଜାରରେ ସୁନା ଦର ଲଗାତାର ବଢିବଢି ଚାଲିଛି, ଫଳରେ ଏହା ସାଧାରଣ ଲୋକଙ୍କ ପହଞ୍ଚର ବାହାରକୁ ଯାଇସାରିଲାଣି। ସୁନା ରୂପା ଦର ଏପରି ବୃଦ୍ଧି ହେବା ନା କେବଳ ସାଧାରଣ ଲୋକ ସରକାରଙ୍କୁ ମଧ୍ୟ ଏବେ ଚିନ୍ତାରେ ପକାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ସହିତ…

୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ,୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ , ପ୍ରାୟ…

୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ । ପ୍ରାୟ ୯,୦୦୦ ନିଯୁକ୍ତି ସୃଷ୍ଟି ହେବ । ନବୀକରଣ ଶକ୍ତି ଏବଂ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଉପରେ ସରକାରଙ୍କ ଗୁରୁତ୍ୱ । ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର ମେମୋରି ଚିପ୍…

ଆଜି ଆସିବ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଓଡ଼ିଶା ବଜେଟ

ଆର୍ଥିକ ବର୍ଷ ୨୦୨୬-୨୭ ଲାଗି  ଆଜି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅପରାହ୍ଣ ୪ଟାରେ ବଜେଟ ଉପସ୍ଥାପନ କରିବେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନକ୍ସା ପ୍ରସ୍ତୁତ ହୋଇଛି। ପୂର୍ବ ବଜେଟଠାରୁ ଚଳିତ ବର୍ଷ ବଜେଟର ଆକାର ବଢ଼ି ୩ ଲକ୍ଷ ୧୦ହଜାର କୋଟି ଟଙ୍କା…

ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ,ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧…

ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର (ଜିଏସଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ…

ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ମହଙ୍ଗା ହେଲାଣି ଏସି

ଦେଶରେ ଏସି (ଏୟାର କଣ୍ଡିସନର) ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ‌ଷ୍ଟାର୍‌ ଏସି ଦାମ୍‌ ବଢ଼ାଇବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ ସୂଚନା ଦେଇଛନ୍ତି। ଦରବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସ‌ମେତ, ଶକ୍ତି…

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ: ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ  ପ୍ରଦର୍ଶନ କରିଛି

ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ  ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ  ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର  ପ୍ରଥମ ମହଲା ହଲ୍‌ ନମ୍ବର ୫ରେ ସ୍ୱତନ୍ତ୍ର  ପାଭିଲିୟନ କରାଯାଇଛି । ଏଥିରେ  ରାଜ୍ୟର…

ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କଲା ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ…

ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କରିନେଇଛି। ଏଥି ପାଇଁ ଆମେରିକା ଜେନେରାଲ ଲାଇସେନ୍ସ ମଧ୍ୟ ଦେଇଛି। ଏହାର ଅର୍ଥ ହେଉଛି ରିଲାଏନ୍ସ ଏବେ ବିନା କୌଣସି ଆଇନଗତ କଟକଣାରେ ସିଧା ଭେନେଜୁଏଲାର…

ଫୁଡ ଡେଲିଭରିରେ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିବାକୁ ଚେଷ୍ଟା କରୁଛି ଫ୍ଲିପକାର୍ଟ

ଇ-କମର୍ସ ଦୁନିଆରେ ପ୍ରତିଷ୍ଠିତ ହେବା ପରେ ଫ୍ଲିପକାର୍ଟ ଏବେ ଫୁଡ ଡେଲିଭରିରେ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଆମେରିକୀୟ କମ୍ପାନୀ ୱାଲମାର୍ଟର ମାଲିକାନାରେ ଥିବା ଫ୍ଲିପକାର୍ଟ ଫୁଡ୍ ଡେଲିଭରିରେ ଦ୍ୱିତୀୟ ଥର ପାଇଁ ଏଣ୍ଟ୍ରି କରିବାକୁ ପ୍ରୟାସ କରିବ। ମେ-ଜୁନ ମଧ୍ୟରେ…