ଏକ୍ସ ଆଣୁଛି ନୂଆ ଫିଚର

ଏଲନ ମସ୍କଙ୍କ ଅନେକ ବିବାଦୀୟ ବିବୃତ୍ତି ଏବଂ ଆଗାମୀ ଫିଚର ଟେଷ୍ଟିଙ୍ଗକୁ ନେଇ ଲୋକେ ସର୍ବଦା ଉତ୍ସାହିତ ଥାଆନ୍ତି । ଏକ୍ସ ନୂଆ ଫିଚରର ଟେଷ୍ଟିଙ୍ଗ କରୁଛି ଯାହାର ନାମ Downvote।ଏହି ଫିଚରରେ ଏକ୍ସ ରିପ୍ଲାଏକୁ ଡିସଲାଇକ କରିବାର ପ୍ରଣାଳୀ ଏକ୍ସପେରିମେଣ୍ଟ କରାଯାଉଛି ଯାହାକି ଡାଉନବୋଟ ଅର୍ଥାତ…

ବଡ଼ଠାକୁରଙ୍କ ନୀତିରେ ହୋଇଛି ମହାବିଭ୍ରାଟ !

ପୁରୀ: ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ମହାବିଭ୍ରାଟ  । ଏନେଇ ବିଭିନ୍ନ ସେବାୟତ ଖୋଲାଖୋଲି ଗଣମାଧ୍ୟମରେ ମୁହଁ ଖୋଲି କହୁଛନ୍ତି । ରଥ ଯାତ୍ରା ପୂର୍ବରୁ ଏବଂ ପରେ  ସବୁ ନୀତିନିୟମକୁ ଦଳିଚକଟି ଦିଆଯାଇଛି ବୋଲି ସେବାୟତମାନେ ଅଭିଯୋଗ କରୁଛନ୍ତି।ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର…

ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି

ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ  ଶୁଭ ଆଶୀର୍ବାଦ,  ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ  । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ…

ନେପାଳରେ ପ୍ରଧାନମନ୍ତ୍ରୀ ହେବେ କେପି ଶର୍ମା ଓଲି, ପ୍ରଚଣ୍ଡ ଦେଲେ ଇସ୍ତଫା

ନେପାଳରେ ବଦଳିବ ସରକାର । ପ୍ରଧାନମନ୍ତ୍ରୀ  ହେବେ କେପି ଶର୍ମା ଓଲି  ।  ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ।  ନେପାଳ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୮।  ଏବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା CPN-UMLର…

ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ ଗେମ୍ସ

ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ଏଚ୍‌.ଏସ୍‌. ପ୍ରଣୟଙ୍କୁ ସହଜ ଗ୍ରୁପ୍‌ରେ ସ୍ଥାନ ମିଳିଛି। ରିଓ ଗେମ୍ସରେ ରୌପ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଏକ ବ୍ରୋଞ୍ଜ ଜିତିଥିବା ସିନ୍ଧୁଙ୍କୁ ୧୦ମ ସିଡ୍‌ ମାନ୍ୟତା ମିଳିଛି। ବିଶ୍ୱର…

ଓଟିଟିରେ ଡେବ୍ୟୁ କଲେ ରିତେଶ

ଅଭିନେତା ରିତେଶ ଦେଶ୍‌ମୁଖ ଓଟିଟିରେ ଡେବ୍ୟୁ କରିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ଜିଓ ସିନେମାରେ ତାଙ୍କର ପ୍ରଥମ ୱେବ୍‌ ସିରିଜ ‘ପିଲ୍‌’ର ଷ୍ଟ୍ରିମିଂ ଶୁକ୍ରବାର ଆରମ୍ଭ ହୋଇଛି। ଫିଲ୍ମରେ ରିତେଶ ଜଣେ ଡକ୍ଟରଙ୍କ ଚରିତ୍ରରେ ଅଭିନୟ କରିଥିବାବେଳେ ସେ ଫାର୍ମା ଇଣ୍ଡଷ୍ଟ୍ରିରେ ଚାଲିଥିବା ଅନେକ…

ରାଜ୍ୟପାଳଙ୍କ ପୁଅ ନାଁରେ ଅଭିଯୋଗ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଜଣେ ଏଏସ୍‌ଓ ଅଭିଯୋଗ ଆରିଛନ୍ତି। ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସର ବୈକୁଣ୍ଠନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବୈକୁଣ୍ଠନାଥ…

ଶେୟାର ବଜାର ବୃଦ୍ଧି 

ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିବେଶକ ପ୍ରାୟ ୧.୨ଲକ୍ଷ କୋଟି ଟଙ୍କା ପୁଞ୍ଜି ବଜାରରେ ଯୋଡ଼ିଛନ୍ତି।…

ଇସ୍ତଫା ଦେବେ କେଜ୍‌ରିଓ୍ବାଲ! 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ…

ମସ୍କୋରେ ବିମାନ ଦୁର୍ଘଟଣାଗ୍ରସ୍ତ

ରୁଷିଆର ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ଯଦିଓ ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ ମଧ୍ୟ ବିମାନ ଚଳାଉଥିବା ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ବିମାନଟି ଗାଜପ୍ରୋମ ଆଭିଆର ଥିଲା।…