ଇସ୍ତଫା ଦେବେ କେଜ୍‌ରିଓ୍ବାଲ! 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ…

ମସ୍କୋରେ ବିମାନ ଦୁର୍ଘଟଣାଗ୍ରସ୍ତ

ରୁଷିଆର ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଆସିଛି। ଯଦିଓ ଦୁର୍ଘଟଣା ସମୟରେ ବିମାନରେ କୌଣସି ଯାତ୍ରୀ ନଥିଲେ ମଧ୍ୟ ବିମାନ ଚଳାଉଥିବା ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ବିମାନଟି ଗାଜପ୍ରୋମ ଆଭିଆର ଥିଲା।…

ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା 

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ଲାଗି ରହିବ ।୧୪ ଓ ୧୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । 

ଲାଭାର ନୂତନ ଉତ୍ପାଦ

ଲାଭା ବ୍ଲେଜ୍‌ ଏକ୍ସ’ର ସର୍ବଭାରତୀୟ ଉନ୍ମୋଚନ (ଲଞ୍ଚିଂ) ନିକଟରେ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲ ସ୍ମାର୍ଟଫୋନ ସେଗ୍‌ମେଣ୍ଟ୍‌ର ପ୍ରଥମ କର୍ଭଡ ଆମୋଲେଡ୍‌ ଡିସ୍‌ପ୍ଲେ ସହ ଆସୁଛି। ବିଶେଷକରି ଏହା ଦୁଇଟି ଆକର୍ଷଣୀୟ ରଙ୍ଗ ଷ୍ଟାରଲାଇଟ୍‌ ପର୍ପଲ ଓ ଟାଇଟାନିୟମ ଗ୍ରେ’…

କଂଗ୍ରେସରେ ବିଲୟ ହେବ ବିଆରଏସ୍‌

ତେଲଙ୍ଗାନା କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାନମ ନାଗେନ୍ଦ୍ର ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦଳ ବିଷୟରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ସହିତ ବିଆରଏସ ଖୁବ ଶୀଘ୍ର ମିଶ୍ରଣ ହେବ ବୋଲି ନାଗେନ୍ଦ୍ର କହିଛନ୍ତି। ସେ ଦାବି କରିଛନ୍ତି ଯେ କେ ଚନ୍ଦ୍ରଶେଖର…

ବଦଳିବ କି NCERT ବହି ?

ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଷଷ୍ଠ ଏବଂ ଏକାଦଶ ଶ୍ରେଣୀଗୁଡ଼ିକ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟ ପୁସ୍ତକ ପ୍ରକାଶ କରାଯିବ ବୋଲି ଏକ…

ସବୁଠୁ ଶସ୍ତା ପ୍ଳାନ୍

ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା ସାଧାରଣ ଲୋକଙ୍କ ପାକେଟ ଉପରେ ପ୍ରଭାବ…

ଚାଇନା ଉସୁକାଉଛି ୟୁକ୍ରେନ୍‌ ଯୁଦ୍ଧ

ରୁଷିଆ ସହିତ ଚାଇନାର ଗଭୀର ସମ୍ପର୍କକୁ ନେଇ ନର୍ଥ ଆଟାଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚିନ୍ତାବ୍ୟକ୍ତ କରିଛି। ଏଥିସହ ୟୁକ୍ରେନ୍‌ ବିରୋଧରେ ରୁଷିଆ ପ୍ରାୟ ଅଢ଼େଇ ବର୍ଷ ଧରି ଚଳାଇଥିବା ଯୁଦ୍ଧରେ ବେଜିଂର ନିର୍ଣ୍ଣାୟକ ଭୂମିକା ଥିବା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ପାଶ୍ଚାତ୍ୟ…

ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ନେପାଳ ରାଜନୀତିରେ ବଡ ହଲଚଲ । ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଚଣ୍ଡ । ତେବେ ୧୯ ମାସ ଧରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବା ପରେ ହଠାତ୍ ପ୍ରଚଣ୍ଡ ସରକାରରେ ହଲଚଲ ଦେଖାଦେଇଥିଲା ।…

ଜିନିଷକୁ ଠିକ୍‌ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ

ଘରେ ଠିକ୍‌ ଜିନିଷକୁ ଠିକ୍‌ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଏକ ପ୍ରମୁଖ କୋଣରେ କେବେ ବି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ। ଏପରି ଏକ ସାଧାରଣ ତ୍ରୁଟି ଆପଣଙ୍କ ଜୀବନକୁ ନର୍କ କରିଦେବ । ସ୍ୱର୍ଗର କୋଷାଧ୍ୟକ୍ଷ…