ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ଚିନ୍ତା ପ୍ରକଟ କଲେ ମୋଦି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି । ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ମୋଦି…

ଅଯୋଧ୍ୟା ପରେ ବଦ୍ରିନାଥ ଆସନରୁ ହାରିଲା ଭାଜପା

ଅଯୋଧ୍ୟା ଆସନ ହରାଇ ଚର୍ଚ୍ଚାରେ ଥିବା ଭାରତୀୟ ଜନତା ପାର୍ଟି ଆଉ ଗୋଟିଏ ଧାର୍ମିକ ସ୍ଥଳ ଆସନ ହରାଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଭାଜପା ଉତ୍ତରାଖଣ୍ଡରେ ହୋଇଥିବା ଉପ-ନିର୍ବାଚନରେ ବଦ୍ରିନାଥ ଆସନ ହରାଇଛି । ମଙ୍ଗଲୋର ସିଟ୍‌ ଉପରେ ଭାଜପାର କେବେ ବି କବ୍‌ଜା ନଥିବା ବେଳେ ବଦ୍ରିନାଥ…

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଛି ।  ପେନ୍‌ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ…

ପ୍ରବଳ ବର୍ଷା

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ୪ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି…

୭ଟି ରାଜ୍ୟରେ ଉପନିର୍ବାଚନ ଗଣନା ଜାରି

ଜୁଲାଇ ୧୦ରେ ୭ଟି ରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୧୩ଟି ଆସନ ପାଇଁ ଆଜି ନିର୍ବାଚନ ଫଳାଫଳ ଘୋଷଣା ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି…

ଭୋଜନକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ ରହିଛି ନିୟମ ?

ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ ଏହାକୁ ରଖିବା ସହ କିଛି ଅର୍ପଣ କରିବା ଉଚିତ । ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ପାଳନ କଲେ ଶୁଭପ୍ରଦ ହୋଇଥାଏ । ତେବେ…

ଗେଟ ୨୦୨୫ ପରୀକ୍ଷା ତାରିଖ ଘୋଷଣା

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀ ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ତାରିଖ ଘୋଷଣା କରାଯାଇଛି । ଶିଡ୍ୟୁଲ ଅନୁସାରେ ୨୦୨୫ର ଗେଟ ପରୀକ୍ଷା ଫେବୃଆରୀ ମାସର ୧, ୨, ୫ ଓ ୧୬ ତାରିଖରେ…

ଏକ୍ସ ଆଣୁଛି ନୂଆ ଫିଚର

ଏଲନ ମସ୍କଙ୍କ ଅନେକ ବିବାଦୀୟ ବିବୃତ୍ତି ଏବଂ ଆଗାମୀ ଫିଚର ଟେଷ୍ଟିଙ୍ଗକୁ ନେଇ ଲୋକେ ସର୍ବଦା ଉତ୍ସାହିତ ଥାଆନ୍ତି । ଏକ୍ସ ନୂଆ ଫିଚରର ଟେଷ୍ଟିଙ୍ଗ କରୁଛି ଯାହାର ନାମ Downvote।ଏହି ଫିଚରରେ ଏକ୍ସ ରିପ୍ଲାଏକୁ ଡିସଲାଇକ କରିବାର ପ୍ରଣାଳୀ ଏକ୍ସପେରିମେଣ୍ଟ କରାଯାଉଛି ଯାହାକି ଡାଉନବୋଟ ଅର୍ଥାତ…

ବଡ଼ଠାକୁରଙ୍କ ନୀତିରେ ହୋଇଛି ମହାବିଭ୍ରାଟ !

ପୁରୀ: ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ମହାବିଭ୍ରାଟ  । ଏନେଇ ବିଭିନ୍ନ ସେବାୟତ ଖୋଲାଖୋଲି ଗଣମାଧ୍ୟମରେ ମୁହଁ ଖୋଲି କହୁଛନ୍ତି । ରଥ ଯାତ୍ରା ପୂର୍ବରୁ ଏବଂ ପରେ  ସବୁ ନୀତିନିୟମକୁ ଦଳିଚକଟି ଦିଆଯାଇଛି ବୋଲି ସେବାୟତମାନେ ଅଭିଯୋଗ କରୁଛନ୍ତି।ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର…

ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି

ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ  ଶୁଭ ଆଶୀର୍ବାଦ,  ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ  । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ…