ଆଜି ଉପବାଚସ୍ପତି ନିର୍ବାଚନ
ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ଦୁଇ ଦିନ ଗୃହ ହୁଲସ୍ତୁଲ ହୋଇଛି। ସରକାରୀ ଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ତୃତୀୟ ଦିନରେ ବି ଗୃହ ସରଗରମ ହୋଇପାରେ। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି।…