ବାଂଲାଦେଶ, ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କଲା

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛି । ରାସ୍ତାରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି । କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ…

ମେଡ୍ ଇନ୍ ଚାଇନା ବିଶ୍ୱ ପାଇଁ ବିପଦ ବୋଲି କହିଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶମାନେ ଚୀନକୁ ଉତ୍ପାଦନ ସ୍ଥାନାନ୍ତର କରି ସେମାନଙ୍କର ଅର୍ଥନୀତି ଏବଂ ଚାକିରିକୁ କ୍ଷତି ପହଞ୍ଚାଇଛନ୍ତି। ସେ ଦାବି କରିଛନ୍ତି ଯେ "ମେଡ୍ ଇନ୍ ଚାଇନା" ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ…

ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ

ପ୍ରତି ବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ଆଜି ସକାଳୁ ଖଇରଗୁରା ମୁଖ୍ୟ ସୁଲିଆ ପୀଠ ତଥା ବଡଖଳା ଓ କୂମୁରିଆ ସ୍ଥିତ ସାନଖଳାରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି। ସୁଲିଆ ଯାତ୍ରାରେ ସୁଲିଆ ବୁଢ଼ାଙ୍କୁ ପଶୁ, ପକ୍ଷୀ ସହ…

ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି…

ରାଜଧାନୀରେ ପୁଣି ତଳମୁହାଁ ପାରଦ

ଆହୁରି ଥରିବ ଓଡ଼ିଶା । ବଡ଼ ଦିନରୁ ବଢ଼ିବ ଜାଡ଼ । ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ । ଏ ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଉମାଶଙ୍କର ଦାସ ଲେଖିଛନ୍ତି ଯେ, ବଡ଼ ଦିନରୁ ବଢିବ ଶୀତ । ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ । ମଙ୍ଗଳବାର ରେକର୍ଡ ପ୍ରମୁଖ…

ଆଜିର ରାଶିଫଳ

ମେଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ ସୀମିତ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ଆହର ସାତ୍ତ୍ବିକ ନ ହେଲେ ଅଗ୍ନିମାନ୍ଦ୍ୟ ଭୟ ରହିଛି। ପାରିବାରିକ ସୁଖ ମିଳିପାରେ। ବୃଷ: ଦିନଟି ସମସ୍ୟା ବହୁଳ ହୋଇଥିଲେ ମଧ୍ୟ ସ୍ଥିତି ଅନୁକୂଳ ରହିଛି। ମଧୁର କଥାରେ ପରକୁ ଆପଣାର…

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ଏନଏସି ଓ ୫ଟି ପୌର ପରିଷଦ

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ଟି ଜିଲାରେ ୨୪ଟି ଏନଏସି ଗଠନ ହେବାକୁ ଥିବାବେଳେ ୩ଟି ଜିଲାରେ ପୌର ପରିଷଦ ଗଠନ ହେବ। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ…

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ”ରେ କିଆରା ଆଡଭାନୀଙ୍କ ଫାଷ୍ଟ ଲୁକ୍ ରିଲିଜ୍

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ' ଏବେ ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ । ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ଧୀରେ ଧୀରେ ପରଦା ଉଠାଇଛନ୍ତି । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି । ଗତକାଲି ଡିସେମ୍ବର ୨୨ରେ, ଫିଲ୍ମ ନିର୍ମାତା କିଆରା ଆଡଭାନୀଙ୍କ…

ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ବିଧାୟକ ମେଧା ସମ୍ମାନ-୨୦୨୫ର ଶୁଭାରମ୍ଭ

ବିଧାୟକ ମେଧା ସମ୍ମାନ-୨୦୨୫ର ଶୁଭାରମ୍ଭ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା,…

୧୯ ବର୍ଷରୁ କମ୍‌ ଏସିଆ କପ୍: ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ

୧୯ ବର୍ଷରୁ କମ୍‌ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହୋଇଛି। ପାକିସ୍ତାନୀ ଟିମ ଦ୍ବାରା ଧାର୍ଯ୍ୟ ହୋଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୬.୨ ଓଭରରେ ୧୫୬ ରନ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଫାଇନାଲ…