ବିଜେଡିର ଅନାସ୍ଥା ଅସ୍ତ୍ର
ଗତ ୨୩ ତାରିଖରେ ଫୁଲବାଣୀ ପୌରାଧ୍ୟକ୍ଷ, ଅନାସ୍ଥା ଭୋଟରେ ହାରିବା ପରେ ବିଜେପି ହାତରୁ ଖସି ଯାଇଥିଲା ଅଧ୍ୟକ୍ଷ ପଦ। ଆଉ ଏବେ କଳାହାଣ୍ଡି ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବି ସମାନ ସ୍ଥିତି । ଏଠାକାର ବିଜେପି ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ, ଯାହା ଉପରେ…