କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର

ଭାରତୀୟ ଟି୨୦ ଟିମ୍‌ର ସ୍ଥାୟୀ ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଯାଦବ ବିରାଟ କୋହଲି ଅନ୍ତର୍ଜାତୀୟ ଟି୨୦ରେ କରିଥିବା ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ସେ ୨୬ ବଲ୍‌ରେ ୫୮ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୮ ଚୌକା ଏବଂ ୨…

୧୦ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି

୧୦ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆ। ସେହିପରି ରାଜସ୍ଥାନର ନୂଆ ରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍‌ଦେ। ପଞ୍ଜାବର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆ। ହରିଭାଓ କିଷାନରାଓ ବାଗଦେ…

ହୀରାକୁଦ ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର…

 ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି

ଲାଓ ପିଡିଆର୍‌ ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଲାଓସ୍‌କୁ ଯାତ୍ରା ସମୟରେ ଏହି ଟିକେଟ ଜାରି କରାଯାଇଥିବା ବେଳେ ଏହା ଉଭୟ ଦେଶ…

ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତ ୨୪ ଘଣ୍ଟା ଧରି ଗୋଟିଏ ଜାଗାରେ ସ୍ଥିର ରହିଛି। ସମୁଦ୍ର ପତ୍ତନର ୭.୬କିମି ଉଚ୍ଚାରେ ରହିଥିବା ଏହି କ୍ଷେତ୍ର ଦକ୍ଷିଣପଶ୍ଚିମ ଆଡକୁ ଢଳି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି।…

ଖେଳାଳିମାନେ ନିଜନିଜର ଚିନ୍ତାଧାରାକୁ କାଗଜରେ ଲେଖି ୱାଲ୍‌ରେ ପେଷ୍ଟ୍‌ କରିବେ

ଅଲିମ୍ପିକ୍ସ ପାଇଁ ପ୍ୟାରିସ୍‌ ଯାଇଥିବା ଭାରତୀୟ ଦଳକୁ କ୍ରୀଡ଼ାଗ୍ରାମରେ ଏକ ୭ ମହଲା କୋଠାରେ ରଖାଯାଇଛି। ଯେଉଁଠାରେ ପ୍ରାୟ ୩୦ଟି ଫ୍ଲାଟ୍‌ରେ ଭାରତୀୟ ଖେଳାଳିମାନଙ୍କୁ ରଖାଯାଇଛି। ଭାରତୀୟ ଖେଳାଳିମାନେ ରହୁଥିବା ‌କୋଠାରେ ସବୁଠୁ ଭିନ୍ନ ରହିଛି ‘ୱାଲ୍‌ ଅଫ୍‌ ପଜିଟିଭିଟି’। ଖେଳାଳିମାନେ…

ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ

ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ। କୋରାପୁଟ ଓ ମାଲକାନଗିରିରେ ଲାଗିରହିଛି ବର୍ଷା। ଫଳରେ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି। ତଳିଆ ଅଞ୍ଚଳର ଲୋକ ଭୟଭୀତ ହୋଇ ରହିଛନ୍ତି। କୋରାପୁଟ ଜିଲ୍ଲାରେ ୧୨ଦିନ ହେଲା ଲାଗିରହିଛି ବର୍ଷା। ଗତକାଲି କୋରାପୁଟରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଗୋଟିଏ…

ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ ,ଭାଗା-କାନ୍ଦ୍ରିଙ୍କ ପ୍ରେମ କାହାଣୀ

ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍‌ଣର ସୂର୍ଯ୍ୟ’ରେ ଏକ ମନଛୁଆଁ ପ୍ରେମ କାହାଣୀ ରହିଛି। କାହାଣୀର ନାୟିକା ମୁଣ୍ଡପୋତା କେଳା ଘରର ଝିଅ କାନ୍ଦ୍ରି ଏବଂ ନାୟକ ଘୁଷୁରିଆ/ସବାଖିଆ କେଳାଘରର ପୁଅ ଭାଗା। ଖେଳ ଚାଲିଥିଲା ବେଳେ ଉଭୟ ପରସ୍ପରକୁ ଦେଖନ୍ତି। ସେଇଠୁ ଆରମ୍ଭ ହୁଏ ପ୍ରେମ।…

କମିଲା ଆାଇଫୋନ ଦାମ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ରେ ମୌଳିକ ସୀମା ଶୁଳ୍କ ହାର ହ୍ରାସ କରିବା ପରେ ଆଇଫୋନ୍‌ ନିର୍ମାତା ଆପଲ୍‌ ଏହାର ବିଭିନ୍ନ ମଡେଲ୍‌ ଫୋନ୍‌ ଦାମ୍‌ ହ୍ରାସ ଘୋଷଣା କରିଛି। କମ୍ପାନି ଆଇଫୋନ୍‌ ଦାମ୍‌ରେ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ…

ନୀତି ଆୟୋଗ ବୈଠକରେ ବିଭିନ୍ନ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୀତି ଆୟୋଗ ବୈଠକରେ ବିଭିନ୍ନ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି ପାଇଁ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ। ଧାମରା ଓ ଗୋପାଳପୁରରେ ନିକଟରେ ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ…