ବିଜେପିରେ ଯୋଗଦେଲେ ମମତା ମହନ୍ତ,ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ

ବିଜେପିରେ ଯୋଗଦେଲେ ମମତା ମହନ୍ତ । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ହେଲେ ସାମିଲ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । ସେ କହିଛନ୍ତି ଯେ କାଲି ରାଜ୍ୟସଭା ଓ…

ଶ୍ରାବଣ ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବେ

ଆମେ ଓଡ଼ିଆମାନେ ବାରମାସରେ ତେର ପର୍ବ ପାଳନ କରିଥାଉ। ତା’ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଦେବ ଦେବ ମହାଦେବଙ୍କର ଶ୍ରାବଣ ମାସ ଅତି ପ୍ରିୟ ମାସ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି…

ଦିଲ୍ଳୀରେ ବର୍ଷା : ସ୍କୁଲ୍‌ ଛୁଟି

ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଦିଲ୍ଲୀ ପୂରାପୂରୀ ଭାବେ ଭିଜିଯାଇଛି। ରାଜଧାନୀ ଗୋଟିଏ ଦିନରେ ରେକର୍ଡ ବର୍ଷା କରି ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ବର୍ଷା ସହରର ଅଧିକାଂଶ ଅଂଶକୁ ଜଳମଗ୍ନ କରି ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରଛି। ବର୍ଷା ହେତୁ ଟ୍ରାଫିକ୍‌ ଜାମ୍‌ ହେବାରୁ…

ସଲମାନଙ୍କୁ ହତ୍ୟା କରିବା ପାଇଁ ୬ଜଣକୁ ୨୦ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ଲରେନ୍ସ ବିଷ୍ଣୋଇ

ଚଳିତ ବର୍ଷ ଏପ୍ରିଲ ମାସରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଲୋକ ଗୁଳି ଚଳାଇଥିଲେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ପରେ ପୁଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଥିଲା। ପୁଲିସର ଅନୁସନ୍ଧାନରୁ ଜଣାପଡିଥିଲା ଯେ,…

ଆଜି ସମ୍ୱଲପୁରୀ ଦିବସ

ଆଜି ସମ୍ୱଲପୁରୀ ଦିବସ । ସମ୍ୱଲପୁରୀ ସାହିତ୍ୟର ଅନନ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅଗଷ୍ଟ ପହିଲାକୁ  ରାଜ୍ୟ ତଥା ଦେଶ ବିଦେଶରେ ସମ୍ୱଲପୁରୀ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଛାଇଁଯିବ ସମ୍ୱଲପୁରୀ ସଂସ୍କୃତିର ଝଲକ । ସମ୍ୱଲପୁରୀ ଦିନ ମଞ୍ଚରୁ ଆରମ୍ଭ କରି ସୋସିଆଲ…

ଆଜିଠୁ ନୂଆ ଫାସ୍‌ଟ୍ୟାଗ୍ ନିୟମ

ଆଜି ଠାରୁ ଦେଶରେ ଫାସ୍‌ଟ୍ୟାଗ୍‌କୁ ନେଇ ନୂଆ ନିୟମ ଲାଗୁ ହେବ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍‌ଟ୍ୟାଗ୍‌ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ । ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍‌ଟ୍ୟାଗ୍‌କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆଜି ଠାରୁ ସବୁ…

ରାଗିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ସଂସଦରେ କଂଗ୍ରେସ ଅଭିଯୋଗର ଉତ୍ତର ଦେଉ ଦେଉ ରାଗିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ଏହାପରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିବା ସହିତ ସେ କହିଥିଲେ, ଆମେ କେବଳ ରିଲ୍ସ ବନେଇବା ଲୋକ ନୁହଁ । ଆମେ ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁ । ତେବେ ରେଳ…

ଇସ୍ରାଏଲ ଆକ୍ରମଣରେ ହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ନିହତ

ଗତ ବର୍ଷ ଅକ୍ଟୋବର ମାସରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ତୀବ୍ର ସଂଘର୍ଷ ଚାଲିଛି। ତେବେ ଏହି ଯୁଦ୍ଧରେ ହମାସ ଏବେ ଦୁର୍ବଳ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହାମାସର ସମସ୍ତ ଶୀର୍ଷ ନେତା ଓ ଅଧିକାରୀଙ୍କୁ ହତ୍ୟା କରାଯାଉଛି। ହମାସର ରାଜନୈତିକ ମୁଖ୍ୟ ଇସମାଇଲ ହନିଆଙ୍କ ମୃତ୍ୟୁ ପରେ ଏବେ…

ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି। ଏହାଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହେବା ସହ ଭକ୍ତଙ୍କ ଉପରେ କୃପା ଓ ଆଶୀର୍ବାଦ…

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅର୍ଜୁନ

ବଲିଉଡର ଅଭିନେତା ଅର୍ଜୁନ ରାମପାଲ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅର୍ଜୁନ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ୨୦ ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି। ଏବେ ଅର୍ଜୁନ ଗର୍ଲଫ୍ରେଣ୍ଡ…