ବର୍ଷାଋତୁରେ କୁଣ୍ଡେଇ ସମସ୍ୟା ହେଉଛି କି ?
ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର ସଂକ୍ରମଣର ହେବା ସହ ଲୋକମାନେ କୁଣ୍ଡିଆରେ ପୀଡିତ ହୋଇଥାନ୍ତି । ବର୍ଷାଦିନେ ଉପଯୁକ୍ତ ପୋଷାକ ନ ପିନ୍ଧିଲେ ତାହା ଓଦା ହେବା ଦ୍ୱାରା ଅନେକ ଥର କୁଣ୍ଡିଆର ସାମ୍ନା…