ଏହି ଦିନ ବନ୍ଦ ହେବ ବିଏସକେଓ୍ବାଇ କାର୍ଡ଼

BSKY କୁ ନେଇ ଆସିଲା ବଡ଼ ଅପଡେଟ୍‌। ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେ ଯାଏଁ ଜାରି ରହିବ ବିଏସକେୱାଇ । ବଜେଟ ଆପ୍ରୋପ୍ରିଏସନ ବିଲ…

ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି – ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୃଷକଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ କୃଷି…

 4 ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ

ଚିତାଲାଗି ଅମାବାସ୍ୟା ପାଇଁ 4 ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ । ଅପରାହ୍ନ 2 ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ।  ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।

ଅର୍ପଣ ଚାଉଳର ସଦୁପଯୋଗ କରାଯିବ

ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଖୁବ୍ ଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ । କମିଟି ବସିବା ପରେ ଯାହା ପରାମର୍ଶ ଆସିବ ତାକୁ  ସରକାର ଗ୍ରହଣ କରିବେ।ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ…

ସିନ୍ଦେଙ୍କୁ ଭେଟିଲେ ରାଜ୍ ଠାକ୍‌ରେ

ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ସାକ୍ଷାତ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ସମୟରେ ମହାରାଷ୍ଟ୍ର ନବନିର୍ମାନ…

ଫାଷ୍ଟାଗ୍ କୁ ଅପଡେଟ୍ କିପରି କରିବେ

ଅଗଷ୍ଟ ୧ ରୁ ନୂତନ ଫାଷ୍ଟାଗ୍ ନିୟମ ଲାଗୁ କରିଛି । ଏହି ନୂଆ ନିୟମ ଅନୁସାରେ, ଯେଉଁ ୟୁଜର୍ସଙ୍କ Fastag ଆକାଉଣ୍ଟ୍ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ବନ୍ଦ ହୋଇ ରହିଛି, ସେହି ୟୁଜର୍ସଙ୍କୁ ଏହାକୁ ପରିବର୍ତ୍ତନ କରିବା ପାଇଁ ପଡିବ । ସେହିପରି ଯେଉଁ ଉପଭୋକ୍ତାଙ୍କ ଫାଷ୍ଟାଗ୍…

ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ

ପ୍ରତି ଦିଗର କିଛି ନା କିଛି ନିଜସ୍ବ ମହତ୍ତ୍ୱ ରହିଛି। ବିଶେଷକରି ଉତ୍ତର ଦିଗକୁ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ; କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି। ତେଣୁ ଏହି ଦିଗରେ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ଉତ୍ତର ଦିଗର ପ୍ରଭୁ କୁହାଯାଉଥିବା…

ସାବଧାନ ଆସୁଛି ବାର୍ଡ ଫ୍ଲୁ

ଡବ୍ଲୁଏଚ୍ଓ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହା ଦ୍ୱାରା ହେଉଥିବା ସଂକ୍ରମଣ ପକ୍ଷୀ ଓ ମଣିଷଙ୍କ ଠାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତାଙ୍କୁ ନେଇ ଏକ ସ୍ୱତନ୍ତ୍ର ଚେତାବନୀ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ସତର୍କତା ପରେ ସରକାର ମଧ୍ୟ ଏହାର…

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଛନ୍ତି ସନା

ବିଗ୍ ବସ୍ ଓଟିଟି ୩ର ଫାଇନାଲିଷ୍ଟକୁ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଚଳିତ ସିଜିନକୁ ବିଶିଷ୍ଟ ବଲିଉଡ ଅଭିନେତା ଅନିଲ କପୁର ହୋଷ୍ଟ କରିଥିଲେ । କହିରଖୁଛୁ ଏହି ଶୋ’ର ଗୋଟିଏ ଏପିସୋଡ୍ ପାଇଁ ତାଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ମିଳିଥିଲା । ବିଗ୍ ବସ୍ ଶୀର୍ଷ ୫ ଜଣ ଫାଇନାଲିଷ୍ଟଙ୍କ…

ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍

ଆଉ ଗଡ଼ିବନି ମାଲକାନଗିରିରେ ଲକ୍ଷ୍ମୀ ଏସି ବସ୍। ୬ଟି ରୁଟରେ ବସ୍ ଚଳାଚଳ ବାତିଲ। ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍…