ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା

ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ । ଏହି ସମୟେjର ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ଦେବାକୁ ଯାଉଛନ୍ତି । ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ…

ଆଜି ମୁହାଁମୁହିଁ ନୋଭାକ – କାର୍ଲୋସ୍ ହେବେ

ବିଶ୍ଵବ୍ୟାପୀ କୋଟି କୋଟି ଦର୍ଶକ ଜୋକୋଭିଚ୍ ବନାମ ଅଲକାରାଜ୍ ଅଲିମ୍ପିକ୍ସ ଫାଇନାଲ୍ ଲାଇଭ୍ ମ୍ୟାଚ୍ ଦେଖିବାକୁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି। ଭାରତରେ ମଧ୍ୟ ଏହା ଲାଇଭ୍ ଟେଲିକଷ୍ଟ ହେବ। ରବିବାର ଦିନ ସାଢେ ତିନିଟାରୁ ମ୍ୟାଚ୍ ଆରମ୍ଭ ହେବ।ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ହୋଇଥିବା…

ବିଏସ୍‌ଏନ୍‌ଏଲର ୪ଜି ସେବା ଆରମ୍ଭ

ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଘରୋଇ ୪ଜି ନେଟ୍‌ୱର୍କ ପ୍ରସ୍ତୁତ ଥିବାବେଳେ ଏହାକୁ ୫ଜିରେ ରୂପାନ୍ତର କରିବା ପାଇଁ କାର୍ଯ୍ୟ ଚାଲିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି , ‘ଆତ୍ମନିର୍ଭର ଭାରତ’ ଅଧୀନରେ ୪ଜି ନେଟ୍‌ୱର୍କ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ ଏବଂ କିଛି ମାସ ମଧ୍ୟରେ…

ଆଜି ବନ୍ଧୁତ୍ୱ ଦିବସ

ଆଜି ବନ୍ଧୁତ୍ୱ ଦିବସ। ବନ୍ଧୁଙ୍କ ଲାଗି ଦିନଟିଏ। ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବରେ ଫ୍ରେଣ୍ଡସିପ ଡେ’ ବା ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ବହୁ ବର୍ଷ ତଳୁ ବନ୍ଧୁତ୍ୱର ଏହି ପବିତ୍ର ଦିବସ ପାଳନ ଚାଲିଆସିଛି। ଯୁବପିଢିଙ୍କ ପାଇଁ ବହୁତ ଖାସ୍ ଦିନ ହୋଇଥିବାରୁ ଯୁବବର୍ଗ ଏହାକୁ…

ଫେରିଲା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ମହାତ୍ମା ଗାନ୍ଧୀ ମାର୍ଗକୁ ୫ ବର୍ଷ ପରେ ଫେରିଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ଏଣିକି ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆଉ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବନି।ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତି ଯଥୋଚିତ ସମ୍ମାନ…

ଯୁଦ୍ଧ ପାଇଁ ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା

ପଶ୍ଚିମ ଏସିଆରେ ଅଧିକ ଯୁଦ୍ଧ ଜାହଜ ଏବଂ ଲଢ଼ୁଆ ବିମାନ ନିୟୋଜିତ କରିବାକୁ ଆମେରିକା ପଦକ୍ଷେପ ନେଇଛି । ଆମେରିକା ଏପରି ସମୟରେ ଏଭଳି ନିଷ୍ପତ୍ତି ନେଇଛି ଯେତେବେଳେ କି ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଦୁଇ ଦେଶ ମଧ୍ୟରେ ଏବେ ତିକ୍ତତା ପୂର୍ବ ଅପେକ୍ଷାସ ବଢ଼ିଛି ।…

୬ରୁ ବଢ଼ିବ ବର୍ଷା

ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଆଜିଠୁ କମିବ ବର୍ଷାର ପରିମାଣ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ୬ ତାରିଖ ଯାଏ କୌଣସି ସତର୍କ ସୂଚନା ନାହିଁ । ୬ ରୁ ପୁଣି ବଢିବ ବର୍ଷାର ପରିମାଣ ।ଆଗାମୀ ୭ ତାରିଖ ବେଳକୁ ଆଉ ଏକ…

ଅର୍ପଣ ଚାଉଳକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି

ଅର୍ପଣ ଚାଉଳକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ୧୦ହଜାର କ୍ବିଣ୍ଟାଲ ଅର୍ପଣ ଚାଉଳ ନଷ୍ଟ ହେବା ପରେ ଏହାର କିପରି ସଦୁପଯୋଗ ହେବ, ସେ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ ଏବଂ କମିଟିର ପରାମର୍ଶ କ୍ରମେ ସରକାର ଆଗାମୀ…

ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଯୁକ୍ତ୨ ପାଠ୍ୟକ୍ରମ ଓ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପାଠ୍ୟଖସଡ଼ାକୁ ସଂକ୍ଷିପ୍ତ କରାଯିବା ସହ ପରୀକ୍ଷାକୁ ଆହୁରି ସରଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସ୍‌ଇ ଢାଞ୍ଚା ଅନୁଯାୟୀ…

ରାଜ୍ୟ ବାହାରୁ ଆସିବ ପୁଞ୍ଜି: ୭ରୁ ନିବେଶକ ସମ୍ମିଳନୀ

ଶିଳ୍ପାୟନକୁ ତ୍ବରାନ୍ବିତ କରିବା ସହ ରାଜ୍ୟରେ ରହିଥିବା ନିବେଶ ସମ୍ଭାବନା ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରିବା ଲାଗି ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବା ଉପରେ ବିଚାର କରୁଛନ୍ତି। ଚଳିତ ମାସ ୭, ୮ ଓ ୯ ତାରିଖରେ ଶିଳ୍ପ ବିଭାଗ ପକ୍ଷରୁ ମହାରାଷ୍ଟ୍ରର ପୁଣେ ଓ ଗୁଜରାଟର…