କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି ଏବଂ ମୃତ୍ୟୁ ପ୍ରକୋଷ୍ଠରେ ପରିଣତ ହୋଇଛି – ସୁପ୍ରିମ୍କୋର୍ଟ
ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନିଜଣ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ପରେ ସୋମବାର ଦିନ ସୁପ୍ରିମକୋର୍ଟ ଏହାକୁ ଏକ ‘ଆଖି ଖୋଲିବା’ ପରି ଘଟଣା ବୋଲି କହିଛନ୍ତି। କୋର୍ଟ କୋଚିଂ ସେଣ୍ଟରଗୁଡ଼ିକୁ “ଡେଥ୍ ଚାମ୍ବର” ବା ମୃତ୍ୟୁର ପ୍ରକୋଷ୍ଠ ବୋଲି ମଧ୍ୟ କହିଛନ୍ତି। ଏହା ଛାତ୍ରମାନଙ୍କ ଜୀବନ ସହିତ…