ବାସି ରୁଟିର ରହିଛି ଅନେକ ଗୁଣ

ଘରେ ରାତିର ରୁଟି ରହିଯାଇଥିଲେ ଅନେକ ଲୋକ ଗାଈଗୋରୁ, କୁକୁର ଅବା କାଉଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଆଉ କେହି କେହି ଫୋପାଡ଼ି ଦିଅନ୍ତି। ତେବେ ବାସି ରୁଟିର ରହିଛି ଅନେକ ଗୁଣ।     ରାତିର ରୁଟି ଯଦି ଆପଣ ସକାଳେ ବ୍ରେକଫାଷ୍ଟରେ ଖାଇବେ, ତା’ହେଲେ ଅନେକ ଲାଭ ମିଳିବ। ବାସି ରୁଟିରେ ଆଇରନ୍,…

ଆସନ୍ତୁ ଜାଣିବା ଘର ହେଉବା ମନ୍ଦିର କେଉଁ ଦିଗରେ ଦୀପ ଲଗାଇଲେ ଶୁଭ ହୋଇଥାଏ

ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଦୀପ ଜାଳିଥାଉ। କୁହାଯାଏ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ଯେକୌଣସି ପୂଜାବ୍ରତରେ ଆରମ୍ଭରୁ ଦୀପ ଲଗାଯାଇଥାଏ। ତା’ପରେ ପୂଜାପାଠର ଅନ୍ୟ…

ଆଜି ରାତିରେ ହେବ ଉଲକା ବର୍ଷା

ଯଦି ଆପଣ ମହାକାଶ ବିଜ୍ଞାନ ପ୍ରତି ରୁଚି ରଖୁଛନ୍ତି, ତେବେ ସୋମବାର ରାତିର ଦୃଶ୍ୟ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇପାରେ । ଏଥର ଅଗଷ୍ଟ ୧୧ ଓ ୧୨ ତାରିଖ ରାତିରେ ଆକାଶରେ ଉଲକା ବର୍ଷା ଦେଖିବାକୁ ମିଳିବ । ବୀର ବାହାଦୁର ସିଂହ ପ୍ଲାନେଟୋରିୟମର ଜ୍ୟୋତିର୍ବିଜ୍ଞାନୀ ଅମର ପାଲ ସିଂହ…

ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ…

ଝିଅ ମୃତ୍ୟୁର ୬ଦିନ ପରେ ଦିବ୍ୟା ସେଠ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି

ବଲିଉଡ ଅଭିନେତ୍ରୀ ଦିବ୍ୟା ସେଠ ଶାହ ତାଙ୍କର ଝିଅ ମିହିକା ଶାହଙ୍କୁ ଗତ ସପ୍ତାହରେ ହରାଇ ଦେଇଛନ୍ତି। ଏହି ଦୁଃଖଦ ଖବରର ସୂଚନା ନିଜେ ଦିବ୍ୟା ସେଠ ସମସ୍ତଙ୍କୁ ଦେଇଥିଲେ। ଯାହାକୁ ଶୁଣିବା ପରେ ଦିବ୍ୟାଙ୍କ ପ୍ରଶଂସକ ଓ ସମ୍ପର୍କୀୟମାନେ ଚିକିତ ହେବା ସହିତ ସ୍ତବ୍ଧ ହୋଇଯାଇଛନ୍ତି।ଝିଅ ମୃତ୍ୟୁର…

ହିଣ୍ଡେନବର୍ଗ ରିପୋର୍ଟକୁ ସେବି ମୁଖ୍ୟଙ୍କ ଖଣ୍ଡନ

ପୁଞ୍ଜି ବଜାର ନିୟାମକ ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚ୍ ଶନିବାର କ୍ଷୁଦ୍ର ବିକ୍ରେତା ହିଣ୍ଡେନବର୍ଗଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କର ଆର୍ଥିକ କାରବାର ଏକ ଖୋଲା ପୁସ୍ତକ ପରି। ବୁଚ…

ରାଜଧାନୀର ବିଭିନ୍ନ ହାଟରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ

ଗୋଟିଏ ପଟେ ରାଜ୍ୟରେ ଆଳୁ ସମସ୍ୟା ଜାରି ରହିଛି । ଅନ୍ୟପଟେ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ଚଢା ଦରରେ ଗ୍ରାହକଙ୍କୁ ଆଳୁ ବିକ୍ରି କରୁଛନ୍ତି । ଯାହାକୁ ନେଇ ଭୁବନେଶ୍ୱର ବିଭିନ୍ନ ହାଟ ଗୁଡିକରେ ଚଢାଉ ଚାଲିଛି ।ଯୋଗାଣ ବିଭାଗ ସହ ଏହା ଅଧିନସ୍ଥ ଓଜନ ମାପକ ବିଭାଗ ପକ୍ଷରୁ ଏହି…

ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି କ୍ରୀଡ଼ାବିତ୍‌ ନୀରଜ ଚୋପ୍ରା

ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍‌ ନୀରଜ ଚୋପ୍ରା ନିଜର ଭଦ୍ର ଏବଂ ସରଳ ବ୍ୟକ୍ତିତ୍ଵ ପାଇଁ ସର୍ବତ୍ର ପରିଚିତ। ଗତ ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ସ୍ଵର୍ଣ୍ଣ ପଦକ ଭେଟି ଦେଇଥିଲେ। ଏଥର କିନ୍ତୁ ପାକିସ୍ତାନୀ କ୍ରୀଡ଼ାବିତ ଅରଶଦ ନଦୀମ ବାଜି…

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ

ଆଜି ଦିନ ୧୧ଟାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହୋଇଯାଇଥିଲେ। ବୁର୍ଲାରେ ତାଙ୍କ ସ୍ବାଗତ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବୁର୍ଲା ଟିଣଘର ସଭାକକ୍ଷରେ ହେବାକୁ ଥିବା ସମ୍ବର୍ଦ୍ଧନା ସଭାକୁ ଶୋଭାଯାତ୍ରାରେ ଯିବା ସମୟରେ ସେ ଅଚାନକ ଅସୁସ୍ଥ ‌‌ହୋଇପଡ଼ିଥିଲେ।…

ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ

ବାଂଲାଦେଶରେ ଏକ ଗମ୍ଭୀର ପରିସ୍ଥିତି ମଧ୍ୟରେ ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ…