ଅନ୍‌ଲାଇନ୍‌ ଗେମ୍‌ ଫି ୱିନ୍‌ରେ ୪୦୦ କୋଟି ଠକେଇ

ରାଉରକେଲା: ଅନ୍‌ଲାଇନ୍‌ ଗେମ୍‌ ଫି ୱିନ୍‌ରେ ୪୦ ୦ କୋଟି ଠକେଇ ଘଟଣାରେ କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୪ ଜଣକୁ ଗିରଫ କରି ୧୪ ଦିନିଆ ଜେଲ୍‌ ହାଜତକୁ ପଠାଇ ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଣାଇ ଥାନା ଅଧିନସ୍ଥ ଗୋଗୁଆର ଅରୁଣ ସାହୁ, ଆଲୋକ ସାହୁ, ପାଟ୍‌ନାର ଚେତନ…

ଥାନେ ଇଣ୍ଟିଗ୍ରାଲ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମହାରାଷ୍ଟ୍ରର ଥାନେ ଇଣ୍ଟିଗ୍ରାଲ ରିଙ୍ଗ ମେଟ୍ରୋ ରେଳ ପ୍ରକଳ୍ପ କରିଡରକୁ ଅନୁମୋଦନ ଦେଇଛି। ୨୯ କିଲୋମିଟର ବିଶିଷ୍ଟ ଏହି କରିଡର ଥାନେ ସହରର ପଶ୍ଚିମ ପାର୍ଶ୍ୱରେ ୨୨ଟି ଷ୍ଟେସନ ସହିତ ଚାଲିବ । ଏହି…

ଡେଙ୍ଗୁ ଟୀକା ପ୍ରସ୍ତୁତ

ଖୁବଶୀଘ୍ର ଲୋକଙ୍କ ମନରୁ ଏହି ଭୟ ଦୂର କରିବାକୁ ଯାଉଛି ଭାରତର ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ସହ ଲଢିବା ପାଇଁ ଭାରତ ସ୍ୱଦେଶୀ ଟୀକା ପ୍ରସ୍ତୁତ କରିସାରିଛି । ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଲ ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପ୍ୟାନେସିଆ…

ରେଡମୀର ନୂଆ ସ୍ମାର୍ଟଫୋନ ଲଞ୍ଚ ହେଲା

ନୂଆ ଫୋନ୍ ସବ-ବ୍ରାଣ୍ଡ ରେଡମୀ ପକ୍ଷରୁ ଆସିଛି । ଏହି ଫୋନକୁ କମ୍ପାନୀ ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଲଞ୍ଚ କରିଛି । ସେଥିରେ ଡୁଆଲ ରିୟର କ୍ୟଶମେରା, ୫୦୦୦ଏମଏଏଚର ବ୍ୟାଟେରୀ ଓ ଅନ୍ୟ ଫିଚର୍ସ ମଧ୍ୟ ରହିଛି । ଫୋନରେ ସାଇଡ୍ ମାଉଣ୍ଟେଡ ଫିଙ୍ଗିରପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି । ସବୁଠାରୁ ବଡ଼…

ସେପ୍ଟେମ୍ବରରୁ ବଦଳିବ ଆଡମିସନ ନିୟମ

ଆସନ୍ତା ମାସରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ଓ ଅନଲାଇନ୍ କୋର୍ସରେ ନାମଲେଖା ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଓଡିଏଲ ଓ ଅନଲାଇନ୍ କୋର୍ସ ପାଇଁ ମାନ୍ୟତା ପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିସନ ନେବା ହେଉଛି…

ଟ୍ରାକରୁ ଖସିଲା ସାବରମତି ଏକ୍ସପ୍ରେସ୍

ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଟ୍ରାକରୁ ଖସିଯାଇଛି। କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି। ସ୍ଵଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ଏବଂ…

ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି 

ଅଗଷ୍ଟ ୧୯ ଓ ୨୬ ତାରିଖ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ୧୯ରେ ରକ୍ଷା ବନ୍ଧନ ପଡ଼ୁଥିବା ବେଳେ ୨୬ରେ ଜନ୍ମାଷ୍ଟମୀ ପଡ଼ୁଛି । ଏହି ଦୁଇ ଦିନ ସରକାରୀ ଛୁଟିଦିନ ଥିବାରୁ ଉକ୍ତ ଦୁଇ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।…

ଧୋନୀ ହେବେ ଅନକ୍ୟାପଡ୍ ପ୍ଲେୟାର

୨୦୨୫ ଆଇପିଏଲ୍‌ ସିଜିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଅପଡେଟ୍‌ । ଆଗାମୀ ଆଇପିଏଲରେ ମଧ୍ୟ ଦେଖିବାକୁ ମିଳିପାରେ ଧୋନିଙ୍କ ହେଲିକପ୍ଟର ସଟ୍‌ । ୨୦୨୫ ଆଇପିଏଲରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ଖେଳାଇପାରେ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଆଗାମୀ…

ଥରିଲା ତାଇୱାନ ସହର

ଭୂମିକମ୍ପରେ ଥରିଲା ତାଇୱାନ । ଭୂମିକମ୍ପର ପ୍ରଭାବରେ ଘରର ଆସବାବ ପତ୍ର ଦୋହଲିବା ସହ ଫ୍ୟାନ ଟିଭି ସବୁଥିରେ କମ୍ପନ ସୃଷ୍ଟି ହୋଇଛି । ଏମିତିକି ହୋଟେଲ ଓ ଅଫିସରେ ଥିବା ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ସହ ଭୟରେ ନିଜର ଚେୟାର ଛାଡ଼ୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତାଇୱାନର ପୂର୍ବ…

ଟ୍ରାକରୁ ଖସିଲା ଟ୍ରେନ୍

ଟ୍ରାକରୁ ଖସିଲା  ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ୍ ଟ୍ରାକରୁ ଖସି ଯାଇଛି । କାନପୁର-ଭିମସେନ୍ ଷ୍ଟେସନ୍ ମଝିରେ ଘଟିଛି ଏହି ଅଘଟଣ। ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନି। ସମସ୍ତ ଯାତ୍ରୀ ଓ ଟ୍ରେନ୍ କର୍ମଚାରୀ…