ବଙ୍ଗୋପସାଗରରେ ଲଘୁଚାପ

ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପର ରୂପ ନେଇଛି। ଆଗାମୀ ୨ରୁ୩ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡ଼ଖଣ୍ଡ ଦେଇ ଗତି କରିବ। ଆଗାମୀ ୨୪ ଘଣ୍ଟାରେ ଓ ଡ଼ିଶାରେ ବିସ୍ତୃତି ସହ ବର୍ଷା ହେବ। ଏହି ଲଘୁଚାପ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

ଭୁବନେଶ୍ବର: ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ଝିଙ୍ଗିଆ ଓରାମ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ବଜାର ଆସିଲା ମହିନ୍ଦ୍ରା ‘ଥାର୍‌ ରକ୍ସ’

ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍‌ୟୁଭି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ…

ଚାଉଳ ସହ ମିଳିବ ଗହମ

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର । ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ମନ୍ତ୍ରୀ…

ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଏମର୍ଜେନ୍ସି’ର ଟ୍ରେଲର୍‌ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ

ରିଲିଜ୍‌ ହୋଇଯାଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଏମର୍ଜେନ୍ସି’ର ଟ୍ରେଲର୍‌। କଙ୍ଗନା ରାନାୱତଙ୍କ ଅଭିନୀତ ଏହି ସିନେମାର ଟ୍ରେଲର୍‌ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଦିବଗଂତ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିଥିବା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫ୍‌କୋ ଏମ୍‌ଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାର କମ୍ପାନି ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁ ଏସ୍‌ ଅୱସ୍ତି ସାକ୍ଷାତ କରିଛନ୍ତି। ସେ ଇଫ୍‌କୋର ନାନୋ ସାରର ବ୍ୟବହାର ସମେତ ଡିଏପି ଓ ୟୁରିଆ ଉତ୍ପାଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଇଫ୍‌କୋ କିଭଳି ଓଡ଼ିଶାର…

ମଧ୍ୟାହ୍ନ ଭୋଜନ ଖାଇ ୬୦ ପିଲା ଗୁରୁତର

ଝାରସୁଗୁଡ଼ା ଜମେରା ୟୁଜି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର । ଗୁରୁତରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଥିଲା । ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ…

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ

ଇରାନ୍ ଇଜ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଗାଜାରେ ଯୁଦ୍ଧ ସ୍ଥିତିରେ ସୁଧାର ଆଣିବା ସହ ଜାରି ରହିଥିବା ସଂଘର୍ଷକୁ ଶାନ୍ତିପୂର୍ଣ୍ଣ…

ସ୍ବପ୍ନରେ ଭଗବାନ ଦେଖିଲେ ମିଳିଥାଏ ଈଶ୍ୱରୀୟ ସଙ୍କେତ

ଯାହା ଆମେ ଚିନ୍ତା କରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ, ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ ବୋଲି ଅନେକଙ୍କ ବିଶ୍ୱାସ ରହିଛି। କିନ୍ତୁ ଏହା କେତେ ଦୂର ସତ ତାହା କହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବେକେବେ ଆମେ ଦେଖୁଥିବା ସ୍ବପ୍ନ ସମ୍ପୂର୍ଣ୍ଣ…

ଜାତୀୟସ୍ତର କମାଲ କଲା ଓଡ଼ିଆ ଫିଲ୍ମ 

୭୦ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି, ଏହି ସିନେମାର ଓଡ଼ିଶାରେ ଚିରାଚରିତ…