ବିଜେପିରେ ମିଶିପାରନ୍ତି ଚମ୍ପେଇ ସୋରେନ୍

ଝାଡ଼ଖଣ୍ଡରେ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦିଲ୍ଲୀରେ ସୋରେନଙ୍କ ଉପସ୍ଥିତି ହଟଚମଟ ବଢାଇଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏୟାର ଇଣ୍ଡିଆ ବିମାନଯୋଗେ କୋଲକାତା ଦେଇ ଦିଲ୍ଲୀ…

ଭାରତରେ ରହିବେନି କୋହଲି

ଆଜି ପୁଣି ବିରାଟ କୋହଲି  ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ସେ ଲଣ୍ଡନ ଯାଇଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତାରେ ଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଙ୍ଗ…

ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଥାଏ। ଏହି ଦିନ ଭଗବାନ ଭାସ୍କର ବା ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ। ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଦେବକୁ ଜଳ ପ୍ରଦାନ କରିବା ଲାଭଦାୟକ ହୋଇଥାଏ। ହେଲେ ଯଦି ଆପଣ ପ୍ରତିଦିନ ସୂର୍ଯ୍ୟ ଦେବଙ୍କ ପୂଜା…

ବିନା ପରୀକ୍ଷାରେ ସେଣ୍ଟ୍ରାଲ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ

ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(CBI) ଏହାର ଅଧ୍ୟାପକ ଏବଂ ଗାର୍ଡ଼ ସହ ଗାର୍ଡ଼େନର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀ ସେଣ୍ଟ୍ରାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ centralbankofindia.co.inକୁ ଯାଇ ଆବେଦନ କରିପାରିବେ । ଉପରୋକ୍ତ ପଦବୀ ପାଇଁ ଆବେଦନ କରିବାର ଶେଷ…

ଭାରତରେ ଲଞ୍ଚ ହେଲା ହୁୱାୱେ ୱାଚ

ଭାରତୀୟ ବଜାରରେ ହୁୱାୱେନିଜର ନୂଆ ସ୍ମାର୍ଟୱାଚ ଲଞ୍ଚ କରିଛି । ଏହି ୱାଚ ଅତ୍ୟନ୍ତ ଆକର୍ଷକ ହେବା ସହିତ ବଢ଼ିଆ ପ୍ରାଇସରେ ଏହା ପ୍ଲିପକର୍ଟରେ ଉପଲବ୍ଧ ହୋଇଛି । ପ୍ରଥମ ୧୦୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ରିହାତି ଅଫର କରିଛି । ଏହି ସ୍ମାର୍ଟ ୱାଚକୁ ଥରେ ଚାର୍ଜ କଲେ ୧୪ ଦିନ ପର୍ଯ୍ୟନ୍ତ…

୨୯ଟଙ୍କାରେ ଦେଖନ୍ତୁ ‘ସ୍ତ୍ରୀ ୨’

ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଫିଲ୍ମ ଗୁରୁବାର ସ୍ବାଧୀନତା ଦିବସ ଉପଲକ୍ଷେ ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ହେବାର ୨ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ ଅକ୍ଷୟ କୁମାରଙ୍କ ‘ଖେଲ୍‌ ଖେଲ୍‌ ମେଁ’ ଓ ଜନ୍‌ ଆବ୍ରାହମଙ୍କ ‘ବେଦା’ ଫିଲ୍ମକୁ ପଛରେ ପକାଇ ବକ୍ସ ଅଫିସରେ ଅଧିକ ବ୍ୟବସାୟ କରିବାରେ ସଫଳ…

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ଆଗକୁ ୟୁଥ୍‌ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌(ଆଇସିସି) ଯୋଜନା କରୁଥିବା ଜଣାପଡିଛି। ଆମେରିକାର ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେଉଛି। ପ୍ରଥମ ଥର ପାଇଁ କ୍ରିକେଟ ଅଲିମ୍ପିକ୍ସର ଅଂଶ ହେବାକୁ ଯାଉଛି। ଅନ୍ୟ…

ଲେବାନନ୍‌ ଉପରେ ଇସ୍ରାଏଲ୍‌ର ମରଣାନ୍ତକ ଆକ୍ରମଣ

ଲେବାନନ୍‌ର ଦକ୍ଷିଣ ଭାଗରେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୨ ଶିଶୁ ରହିଛନ୍ତି। ଏହି ଏୟାରଷ୍ଟ୍ରାଇକ୍‌ରେ ଅନ୍ୟ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଗୁରୁତର ଥିବା ଜଣାପଡ଼ିଛି। ଲେବାନନ୍‌ର…

ଓଡ଼ିଶାରେ ଜାହାଜ ପୁନଃଚକ୍ରଣ ପାର୍କ ପ୍ରତିଷ୍ଠା

ରାଜ୍ୟରେ ସ୍ଥାପନ ହେବାକୁ ଯାଉଛି ଏକ ‘ଗ୍ରୀନ୍ ଶିପ୍ ରିସାଇକ୍ଲିଂ ଶିଳ୍ପ ପାର୍କ’ । ଏହି ଶିଳ୍ପ ପାର୍କ ସ୍ଥାପନ ହେଲେ ରାଜ୍ୟରେ ୨୦ ହଜାର ପ୍ରତ୍ୟେକ୍ଷ ନିଯୁକ୍ତି ଓ ୫୦ ହଜାର ପରୋକ୍ଷ ନିଯୁକ୍ତି ଏପରି ଭାବେ ମୋଟ ୭୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ଜାହାଜ ପୁନଃଚକ୍ରଣ ପାର୍କ ସ୍ଥାପନ ନେଇ…

ଆଜିଠାରୁ ଗଡ଼ିବ ରାପିଡ ରେଳ

ରକ୍ଷାବନ୍ଧନ ଅବସରରେ ଆଜି ୧୮ ଅଗଷ୍ଟର ଦ୍ୱିପ୍ରହର ଦୁଇଟାରେ ରାପିଡ ରେଳ, ନମୋ ଭାରତ ଟ୍ରେନ ଗାଜିଆବାଦରୁ ମେରଠ ପର୍ଯ୍ୟନ୍ତ ଗଡିବ। ଜାତୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ଏହି ସୂଚନା ଜାରି କରିଛି। ନିଗମ କହିଛି ଯେ, ମେରଠ ସାଉଥ ଆରଆରଟିଏସ ଷ୍ଟେସନରୁ ରବିବାର ଦିନ ଯାତ୍ରୀ ଏନସିଆରରୁ ମେରଠ…