‘ଶିଶୁ ବାଟିକା’ ରେ ୭ ହଜାର ୩୪୪ ଜଣ ଶିକ୍ଷକ ନିଯୁକ୍ତ ପାଇବେ , ଦରମା ମାସିକ୨୭,୨୦୦

ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା 'ଶିଶୁ ବାଟିକା' ପାଇଁ ସରକାର ୭ ହଜାର ୩୪୪ ଜଣ ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମିଳିଛି…

୧୨ ରେ ଉତ୍ତର ଓଡ଼ିଶାରେ ଘୂର୍ଣ୍ଣିବଳୟ ,ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବା ସମ୍ଭାବନା

ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷା ପୂରା କମିଯିବ । କେଉଁଠି କେମିତି ଅସରାଏ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ଅଞ୍ଚଳରେ ବର୍ଷା ଆଶଙ୍କା ନାହିଁ । ୧୨ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ହେବ । ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବା ସମ୍ଭାବନା ଅଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର…

ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା, ଶ୍ବାସରୁଦ୍ଧ ହୋଇ ତାଙ୍କର ଜୀବନ ଯାଇଛି – କଟକ ଡ଼ିସିପି

ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ରହସ୍ୟ ଖୋଲିବ ପୋଷ୍ଟମୋର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ତାଙ୍କର ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟ ଭଲ ହେବ ଏବଂ ଆର୍ଥିକ ଲାଭ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ମାନସିକ ଚିନ୍ତାର କାରଣ ହୋଇପାରେ । ଆପଣଙ୍କ କ୍ରୋଧ ଏବଂ ଆପଣଙ୍କ ବାଣୀକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ବିବାଦରେ ଫସିପାରନ୍ତି । ଆର୍ଥିକ କାରବାର ଏଡନ୍ତୁ । ବୃଷ: ଆଜି…

ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର,ଏଣିକି ପ୍ରତିଦିନ ଚଳାଚଳ କରିବ ଅମୃତ…

ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ବ୍ରହ୍ମପୁରରୁ ସୁରତ ଅଭିମୁଖେ ସପ୍ତାହକୁ ଦୁଇ ଥର ଯାଉଥିବା  ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ପ୍ରତିଦିନ ଚଳାଚଳ କରିବ ।  ବ୍ରହ୍ମପୁର ରେଳ ଷ୍ଟେସନ୍ ର ଚତୁର୍ଥ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟ ଗଡ଼ିଲା ନୂଆ ଟ୍ରେନ୍,ଟ୍ରେନର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ…

ଶ୍ରୀକ୍ଷେତ୍ର ସହ ଯୋଡ଼ିହେଲା ଶାବର ଶ୍ରୀକ୍ଷେତ୍ର। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟ ଗଡ଼ିଲା ନୂଆ ଟ୍ରେନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଥିଲେ । ପୁରୀ–କୋରାପୁଟ ଏକ୍ସପ୍ରେସ ପୁରୀରୁ…

ପ୍ରଶାନ୍ତ ମହାସାଗରରେ ରଣନୈତିକ ମିଜାଇଲ ପରୀକ୍ଷଣ ସଫଳତା ସହ ସମ୍ପନ୍ନ କରିଛି ଚୀନ୍

ଚୀନ୍ ସୋମବାର ପ୍ରଶାନ୍ତ ମହାସାଗରରେ ରଣନୈତିକ ମିଜାଇଲ ପରୀକ୍ଷଣ ସଫଳତା ସହ ସମ୍ପନ୍ନ କରିଥିବା ଘୋଷଣା କରିଛି। ଏହି ପରୀକ୍ଷଣ ପୁରା କ୍ଷେତ୍ରର ଧ୍ୟାନ ଆକର୍ଷଣ କରିଛି। ପରମାଣୁ ଶକ୍ତିରେ ସଞ୍ଚାଳିତ ବୁଡାଜାହାଜରୁ ଏହି ମିଜାଇଲକୁ ପରୀକ୍ଷଣ କରାଯାଇଥିବା ବେଳେ ଏହା ନିର୍ଦ୍ଧାରିତ ଲକ୍ଷ୍ୟକୁ ସଠିକ…

ଭାରତରେ ଔଷଧ ର ଦାମ ୨,୫୦୦ ଆମେରିକାରେ ତାହା ୪୨,୦୦୦ ଟଙ୍କା

ଆମେରିକାର ବ୍ୟୟବହୁଳ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ଭାରତରେ ଚର୍ଚ୍ଚା । ଜଣେ ଭାରତୀୟ ବରିଷ୍ଠ ନାଗରିକଙ୍କ ଅନୁଭୂତି ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭାରତରେ ମାତ୍ର ୨,୫୦୦ ଟଙ୍କାରେ ମିଳୁଥିବା ଔଷଧ ପାଇଁ ତାଙ୍କୁ ଆମେରିକାରେ ପ୍ରାୟ ୪୨,୦୦୦ ଟଙ୍କା ଗଣିବାକୁ ପଡ଼ିଛି । ଏହା…

ମାରୁତି ସୁଜୁକି ଭିକ୍ଟୋରିସ୍‌ ଉପରେ ସର୍ବାଧିକ ୨ ଲକ୍ଷ ଟଙ୍କାର ରିହାତି

ମାରୁତି ସୁଜୁକି ପକ୍ଷରୁ ଆରେନା ସୋରୁମ୍‌ଗୁଡ଼ିକ‌ରେ ବିକ୍ରି ହେଉଥିବା ମଡେଲ୍‌ଗୁଡ଼ିକ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଜୁଲାଇ ମାସରେ ଏହି ରିହାତି ସହିତ ଗ୍ରାହକମାନେ ଏକ୍ସଚେଞ୍ଜ ବୋନସ୍‌, ସ୍କ୍ରାପେଜ୍‌ ଲାଭ, ଲୟାଲ୍‌ଟି ରିୱାର୍ଡ ଓ ସଂସ୍ଥାଗତ ଅଫର ପାଇପାରିବେ…

ଏସବିଆଇରେ ୧୫୦୦ ପିଓ ପଦବୀ ପାଇଁ ହେବ ନିଯୁକ୍ତି ,ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ନିଯୁକ୍ତି ପ୍ରକ୍ରିୟା

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଚଳିତ ବର୍ଷ ୧୫୦୦ ପ୍ରୋବେସନାରୀ ଅଧିକାରୀ (ପିଓ) ନିଯୁକ୍ତି ନେଇ ଯୋଜନା କରିଛି। ଏ ନେଇ ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ମୋଟ ୧୫୦୦ ପଦବୀ ମଧ୍ଯରୁ ୧୪୪୬ଟି ନିୟମିତ ଏବଂ ୫୪ଟି ବ୍ୟାକଲଗ୍ ପଦବୀ ରହିଛି। ଆବେଦନକାରୀ…