ଆଜି ପୁଣି ଖୋଲିବ ରତ୍ନଭଣ୍ଡାର

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ। ଅପରାହ୍ନ ୧ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ କିନ୍ତୁ ଆନନ୍ଦ…

ଡାଇମଣ୍ଡ ଲିଗ୍ ରେ ନୀରଜ

ଲଉସାନ୍ ଡାଇମଣ୍ଡ ଲିଗ୍ ରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ସିଜନର ଶ୍ରେଷ୍ଠ ଥ୍ରୋ ୮୯.୪୯ ମିଟର ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ନୀରଜ ନିଜର ଶ୍ରେଷ୍ଠ ଫର୍ମରେ ନଥିଲେ ମଧ୍ୟ ଅନ୍ତିମ ପ୍ରୟାସରେ ଯଥାସମ୍ଭବ ଚେଷ୍ଟା କରି ଦ୍ବିତୀୟ…

ପ୍ରଥମଥର ୟୁକ୍ରେନ ଗସ୍ତରେ ମୋଦୀ

ରାଷ୍ଟ୍ରପତି ଭୋଲୋଦିମୀର ଜେଲେନକ୍ସିଙ୍କ ନିମନ୍ତ୍ରଣରେ ୟୁକ୍ରେନ ଯିବାକୁ ନେଇ ପିଏମ ମୋଦୀ କହିଛନ୍ତି ଯେ, ‘ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନକୁ ନେଇ ୟୁକ୍ରେନର ନେତାଙ୍କ ସହ ମୁଁ ଆଲୋଚନା କରିବି।’ ସେ ମସ୍କୋ ଯାତ୍ରାର ଛଅ ସପ୍ତାହ ପରେ ୟୁକ୍ରେନ ଗସ୍ତ କରୁଛନ୍ତି, ତେଣୁ ଏହାକୁ ନେଇ…

ଆଜି ଖୋଲିବ ରତ୍ନଭଣ୍ଡାର

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜି ପୁଣି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲୁଥିବାରୁ ଦିନ ୧ ଟା ପରେ ଆଜି ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ଥାନାନ୍ତରଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଭକ୍ତ ନିଜ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ । ରତ୍ନଭଣ୍ଡାରରେ…

୪ଦିନ ଯାଏଁ ରାଜ୍ୟରେ ବର୍ଷା

ଆଜିଠାରୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ଅନୁସାରେ, ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଏହା ପ୍ରଭାବରେ ଆଜିଠାରୁ…

ମର୍ଦାନି ୩’ ; ପୁଣି ଥରେ ନଜର ଆସିବେ ରାଣୀ

ମୁମ୍ବାଇ : ଖୁବ୍‌ ଶୀଘ୍ର ଆସୁଛି ‘ମର୍ଦାନି-୩। ପୁଣି ଥରେ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ୟଶରାଜ ଫିଲ୍ମସ୍ ଏନେଇ ଘୋଷଣା କରିଛି । ଅଗଷ୍ଟ ୨୨ରେ ଏହି ଫିଲ୍ମ ୧୦ ବର୍ଷ ପୂରଣ କରିଛି। ରାଣୀ ମୁଖାର୍ଜୀ ପୁଣି ଥରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର…

ଖଲ୍ଲିକୋଟରେ ବାଜି ମାରିଲା ବିଜେପି,କେନ୍ଦ୍ରାପଡ଼ାରେ ବିଜେଡି

ଭୁବନେଶ୍ବର: ପୁଣି ଦେଖାଗଲା ବିଜେପି ବିଜେଡ଼ି ଟକ୍କର | ବିଜେଡ଼ି ହାତରୁ ଆସନ ଛଡାଇନେଲା ବିଜେପି | ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ କିନ୍ତୁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଛଡାଇନେଇଛି ବିଜେପି। ତେବେ ବିଜେଡି ସମର୍ଥିତ…

ଜନ୍ମମାଟିକୁ ଫେରିଲେ ଅମିତ ରୋହିଦାସ

ଭୁବନେଶ୍ବର : ଜନ୍ମମାଟିକୁ ଫେରିଲେ ଅମିତ ରୋହିଦାସ। ଘର ପର୍ଯ୍ୟନ୍ତ ପାଦେ ପାଦେ ବିଛା ଯାଇଥିବା ଫୁଲ ଚାଙ୍ଗୁଡ଼ିରେ ପାଦ ପକାଇ ପକାଇ ଘରକୁ ପଶିଲେ ଅମିତ। ପ୍ୟାରିସ ଅଲିମ୍ପିକ୍‌ରୁ ଦ୍ବିତୀୟ ଥର ପାଇଁ କାଂସ୍ୟ ପଦକ ନେଇ ଭାରତୀୟ ହକି ଦଳର ସୁରକ୍ଷା ପ୍ରାଚୀର ଅମିତ ଭୁବନେଶ୍ବରରୁ ଆସି ସୁନ୍ଦରଗଡ଼…

ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ଠାରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପୃଥ୍ବୀ-୨’ର ଗୁରୁବାର ସଂଧ୍ୟାରେ ପରୀକ୍ଷଣ ହୋଇଥିବା ସୂଚନା ମିଳିଛି। ଆଇଟିଆର୍‌ର ୩ ନମ୍ବର ଲଞ୍ଚ୍‌ପ୍ୟାଡରୁ ସଂଧ୍ୟା ୭ଟା ୪୫ ମିନିଟ୍‌ ସମୟରେ ଏହି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର…

ଆଜିର ରାଶିଫଳ

ମେ‌ଷ: ଅଫିସରେ ଆପଣ ମତ ଦେବାର ସୁଯୋଗ ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ହେବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ‌ ବୃଷ: କୌଣସି ନୂଆ କଥା ଆପଣ ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ପରିଜନଙ୍କ ସହ ଭଲ ସଂପର୍କ…