ପାଣି ଘେରରେ ଆନ୍ଧ୍ର ସହର
ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବର୍ଷା ପ୍ରକୋପ ଅବ୍ୟାହତ ହୋଇଛି। ଦୁଇ ରାଜ୍ୟରେ ବର୍ଷାଜନିତ ଘଟଣାରେ ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଆନ୍ଧ୍ରରେ ୧୨ ଏବଂ ତେଲଙ୍ଗାନାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ତେଲଙ୍ଗାନାର ଆଦିଲାବାଦ,…