ଚକଧର ଜଳସେଚନ ପ୍ରକଳ୍ପକୁ ଅଯଥା ରାଜନୈତିକ ରୂପ ଦେଉଛନ୍ତି ବିରୋଧୀ ଦଳ

ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରଠାରୁ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରିଚାଲିଛି । ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ବିରୋଧୀ ଦଳ ଅଯଥାରେ ରାଜନୀତି କରୁଛନ୍ତି । ଏନେଇ କେନ୍ଦୁଝର…

ଝାଡଖଣ୍ଡରେ ଏନଆରସି ଲାଗୁ ହେବ: ବିଜେପି

ରାଞ୍ଚି: ଯଦି ବିଜେପି ସରକାର ଗଠନ କରେ ତେବେ ଏନଆରସି ଲାଗୁ କରିବ । ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । କେନ୍ଦ୍ର କୃଷି ମନ୍ତ୍ରୀ ତଥା ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଝାଡଖଣ୍ଡରେ ଜାତୀୟ ନାଗରିକତା ରେଜିଷ୍ଟର…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜବାବ ଦେଲେ ସମୀର ମହାନ୍ତି

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଡ଼ା ଜବାବ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । ସେ କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା। ଓଡ଼ିଆ ଲୋକଙ୍କ…

ମେଡିସିନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଘୋଷଣା

ଚଳିତ ବର୍ଷ ପାଇଁ ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ୨ ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି । ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ମେଡିସନରେ ନୋବେଲ ପୁରସ୍କାର ମିଳିବ । ମାଇକ୍ରୋ ରିବୋନ୍ୟୁକ୍ଲିକ ଏସିଡ (ଆରଏନଏ) ଆବିଷ୍କାର ପାଇଁ ଏହି ଦୁଇ…

ଭାରତୀୟ ପର୍ଯ୍ୟଟକଙ୍କୁ ପାଇଁ ସ୍ବର ନରମ କଲେ ମାଲଦ୍ୱୀପ ରାଷ୍ଟ୍ରପତି !

ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ ସେ କିଛି କରିବେ ନାହିଁ ଏବଂ ସେ ଦିଲ୍ଲୀକୁ ଜଣେ ମୂଲ୍ୟବାନ ବନ୍ଧୁ ଭାବରେ ବିବେଚନା କରୁଛନ୍ତି।  ମୁଇଜୁ ମଧ୍ୟ ଭାରତୀୟ…

କେତେ ଟଙ୍କାରେ କୋର୍ଟ ଲାଲୁ ପ୍ରସାଦ ଓ ତାଙ୍କର ଦୁଇ ପୁଅଙ୍କୁ ଦେଲେ ଜାମିନ?

ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ସୋମବାର ଦିନ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି।ସ୍ୱତନ୍ତ୍ର ଜଜ୍ ବିଶାଲ ଗୋଗେନ୍…

କଣ ଘଟିଥିଲା ସେଦିନ? ହମାସ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ବର୍ଷେ ପୁରିଲା

ହମାସ୍‌ ସାଜିଥିଲା ରାକ୍ଷସ । ଆତଙ୍କବାଦୀମାନେ ରକ୍ତର ହୋରି ଖେଳିଥିଲେ ।  ମହିଳାଙ୍କୁ ଘୋଷାଡ଼ି ନେଇଥିଲେ ଆତଙ୍କବାଦୀ । ରେପ କରିଥିଲେ,  କାହାର ବ୍ରେଷ୍ଟ କାଟିଥିଲ, କାହାକୁ ଗୁଳି କରିଥିଲେ । ସାଧାରଣ ଜନତା ଏବଂ ସେନାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଘରେ ପଶି ସଂହାରଲିଲା କରିଥିଲେ ।…

କ୍ରିକେଟ ମଇଦାନକୁ ଓହ୍ଲାଇଲେ ଯୋଗୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନ୍ଦାଜ ଖୁବ ନିଆରା । ଅନେକ ସମୟରେ ଅନେକ କାରଣ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଜଟିଳ ସାମାଜିକ ପ୍ରସଙ୍ଗରେ ନିଷ୍ପତ୍ତି ହେଉ କିମ୍ବା ଜନତାଙ୍କ ସୁଖ ଦୁଃଖର ସାଥୀ ଭାବରେ ସେ ରାଜ୍ୟବାସୀଙ୍କ ପାଖରେ ରହିଛନ୍ତି । ଭାରତୀୟ ଜନତା ପାର୍ଟିର…

ବାସି ରୁଟି ଓ ସ୍ବାସ୍ଥ୍ୟ

ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ ନ ଥାଉ। ଏଣୁ ଶରୀରରେ ରକ୍ତ ଶର୍କରା ସହିତ ଅଧିକାଂଶ ପୁଷ୍ଟିର ପରିମାଣ ହ୍ରାସ ପାଇଥାଏ। ସକାଳର ଜଳଖିଆ ଏସବୁର ଭରଣା କରେ। ଆମର ଶକ୍ତି ବୃଦ୍ଧି କରେ ଏବଂ…

ଡିପ୍ରେସନ ଚିହ୍ନିବ ସ୍ମାର୍ଟଫୋନ

ଡିପ୍ରେସନରେ ଲୋକମାନେ ପ୍ରାୟତଃ ନିଜ ଭିତରର ଅଶାନ୍ତି ଲୁଚାଇବାକୁ ଚେଷ୍ଟା କରନ୍ତି । ଡିପ୍ରେସନର ପ୍ରାରମ୍ଭିକ ଲକ୍ଷଣଗୁଡିକ ଚିହ୍ନଟ କରିବା ଜରୁରୀ ହୋଇଥାଏ ଯାହା ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ଏହା ପ୍ରକୃତରେ ସମ୍ଭବ…