ଲେବାନନ୍‌ରେ ଇସ୍ରାଏଲ ପୁଣି କଲା ଭୀଷଣ ହମ୍‌ଲା

ପୁଣିଥରେ ଦକ୍ଷିଣ ଲେବାନନ୍‌ ଉପରେ ଇସ୍ରାଏଲ ଏକ ବଡ଼ ଆକ୍ରମଣ କରିଛି । ଏଥିରେ ୧୦ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ଏହି ଆକ୍ରମଣ ପରେ ଲେବାନନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମାଟି ତଳେ ଅନେକ ଲୋକ ପୋତି ହୋଇ ପଡ଼ିଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି…

୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବିଜୁଳି ସହ ଘଡଘଡି ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । ତା ପରଠୁ ଶୁଖିଲା । ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ । ପରେ ୧୧ରୁ ୧୭ ତାରିଖ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲୋ ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି…

ଓଡିଶା କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ହଲ୍‌ଚଲ୍‌

କିଛିଦିନର ବ୍ୟବଧାନ ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପାଇଁ ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ହଲ୍‌ଚଲ୍‌ ଆରମ୍ଭ ହୋଇଛି। ଫୋନ୍ ଜରିଆରେ କଂଗ୍ରେସ କର୍ମୀଙ୍କଠାରୁ ମତାମତ ସଂଗ୍ରହ କରାଯାଉଥିବା ଚର୍ଚ୍ଚା ଚାଲିଛି। ସଭାପତି ପାଇଁ ୩ଟି ନାଁ ଓ ଚଳିତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପଛର କାରଣ…

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଆଜି ଘୋଷଣା ହେବ । ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ପରେ କିଏ ସରକାର ଗଣିବ ସ୍ପଷ୍ଟ ହେବ। ନିର୍ବାଚନ ଫଳ ଜାଣିବା ପାଇଁ ନାଗରିକମାନଙ୍କ ମଧ୍ୟରେ…

ଆଜିର ରାଶିଫଳ

ମେଷ : ଆମତ୍ୀୟଙ୍କ ସହ ଆଜିର ଯାତ୍ରା, କର୍ମାରମ୍ଭ ସାଙ୍ଗକୁ ବନ୍ଧୁମିଳନ ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ହାତ ପାହାନ୍ତାକୁ ସୁବିଧା ସୁଯୋଗ ଆସି ଜୁଟିଯିବ। ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବା ସହ ସ୍ଥଗିତ କାମ ତ୍ୱରାନ୍ବିତ ହେବ। ଭୁଲ୍‌…

ଜମ୍ମୁ କଶ୍ମୀରରେ କିଏ ଗଢ଼ିବ ସରକାର? ବିଜେପି କି କଂଗ୍ରେସ ରାତି ପାହିବାକୁ ଅପେକ୍ଷା

ଜମ୍ମୁ କଶ୍ମୀର କିଏ ସରକାର ଗଢ଼ିବ ? ବିଜେପି ସରକାର ଗଢ଼ିବ କି କଂଗ୍ରେସ ମେଂଟ ! ତେବେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ ନାହିଁ। ଏକଜିଟ ପୋଲ ସହ ଜଡିତ ପ୍ରଶ୍ନ ଉପରେ ଜମ୍ମୁ କଶ୍ମୀରର ପୂର୍ବତନ…

ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଟପିଲା ୧ କୋଟି: କେବେ ମିଳିବ ବାକି ମହିଳାଙ୍କୁ ଟଙ୍କା ?

ଚଳିତ ମାସରେ ସୁଭଦ୍ରା ଟଙ୍କା ବାକି ରହିଥିବା ମହିଳାଙ୍କୁ ଦିଆଯିବ । କିନ୍ତୁ ତାରିଖ କୁହାଯାଇନାହିଁ । ସୋସିଆଲ ମିଡିଆ, ୟୁଟ୍ୟୁବରେ ଯେଉଁମାନେ ତାରିଖ ଦେଉଛନ୍ତି ତାହାର ସତ୍ୟତା ନାହିଁ । କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏପରି କରାଯାଉଛି । ତେବେ ଯେଉଁମାନେ ପଂଜୀକରଣ କରିଛନ୍ତି…

ବେଦ, ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମନ୍ଦିର

ଓଡିଶାର ପୁରୁଣା ରାଜଧାନୀ । କଳା ସଂସ୍କୃତିର ପ୍ରାଣ କେନ୍ଦ୍ର କଟକ ସହର । କଟକ ବାରବାଟୀ ଷ୍ଟାଡିୟମ ନିକଟସ୍ଥ ସୁଖ୍ୟାତ ସ୍ଥାନରେ ଆଚ୍ଛାଦିତ ମନ୍ଦିର ଭିତରେ ବିରାଜିତା ମାଆ କଟକ ଚଣ୍ଡୀ । ଉତ୍ତରରେ ମହାନଦୀ, ଦକ୍ଷିଣ ରେ କାଠଯୋଡି ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ।…

ସରକାରୀ ବିଲଡିଂର ରଙ୍ଗ ବଦଳିବ

ସରକାରୀ ବିଲଡିଂର ରଙ୍ଗ ବଦଳିବ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି । ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ସମାନ ହେବ । ଏନେଇ ରାଜ୍ୟ…

ବର୍ଷେ ବିତିଲା ହମାସ କିପରି କରୁଛି ଯୁଦ୍ଧ ?

2021 ମସିହାରେ ଇସ୍ରାଏଲ ଏକ ଛୋଟ ଯୁଦ୍ଧ କରିଥିଲା ।  11 ଦିନିଆ ଆକ୍ରମଣରେ ହମାସ ଇସ୍ରାଏଲ ଉପରେ 4,300 ରକେଟ ଗୁଳି ଚଳାଇଥିଲା। କିନ୍ତୁ ଇସ୍ରାଏଲ ହମାସ ଉପରେ ବୋମା ମାଡ଼ କରି ଅଣ୍ଟା ଭାଙ୍ଗି ଦେଇଥିଲା । ଏହାପରେ  ହାମାସ ଇସ୍ରାଏଲ ସହିତ ପ୍ରତିଦ୍ୱନ୍ଦ୍ୱିତା…