ମାଓ ଦମନ ରଣନୀତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ମାଓ ଦମନ ରଣନୀତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ । ଦିଲ୍ଲୀ ବିଜ୍ଞାନଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ନକ୍ସଲ ପ୍ରଭାବିତ ୮ଟି ଜିଲ୍ଲାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପି ଯୋଗ ଦେବେ…

ଭାରତ-ବାଂଲାଦେଶ ଦୁଇ ଦଳକୁ ଝଟକା ଦେଲା

ଭାରତ-ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ । ଦମଦାର ବୋଲିଂ କରି ଟିମ ଇଣ୍ଡିଆ ବାଂଲାଦେଶକୁ ଖୁବ ପଛରେ ପକାଇ ଦେଇଛି । ଭାରତୀୟ ବୋଲରଙ୍କ ସଠିକ ବୋଲିଂରେ ବାଂଲାଦେଶର ବଡ଼ ସ୍କୋର କରିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ତେବେ ଆଜିର ଏହି ପ୍ରଥମ ଟି-୨୦ ମ୍ୟାଚ୍ ଅନ୍ୟ ୨ଟି ଦଳ ପାଇଁ ଖୁବ…

ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ

ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର ଏକ ସରଳ ସମାଧାନ ପାଲଟିଛି। ଏପରିକି ଏହା ଜରିଆରେ ଉପଭୋକ୍ତା ଅଳଙ୍କାର କ୍ରୟଠାରୁ ଆରମ୍ଭ କରି ଉପହାର ପ୍ରଦାନ ପର୍ଯ୍ୟନ୍ତ ବ୍ୟାପକ ସୁବିଧା ପାଇପାରିବେ।…

ବାୟୁସେନାର ଏୟାର ଶୋ’ ରେ ଅଘଟଣ

ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ ଏମାନଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାମ…

ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ବନ୍ଦ କଲା ଫ୍ରାନ୍ସ ରାଷ୍ଟ୍ରପତି

ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ଏହି ପ୍ରସ୍ତାବକୁ ଏକ ଅପମାନ ବୋଲି କହିଛନ୍ତି।ଶନିବାର ଏକ ଭିଡିଓ ବିବୃତ୍ତିରେ ନେତାନ୍ୟାହୁ…

କ୍ଷମା ମାଗିଲେ ନିୟା

ବିଗ୍‌ବସ୍‌ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ ପୂର୍ବରୁ ଉକ୍ତ ରିପୋର୍ଟକୁ ସ୍ବୀକାର କରିଥିଲେ। ତେବେ ସେ ରବିବାର ଏହି ଶୋ’ରେ ଅଂଶଗ୍ରହଣ କରୁ ନାହାନ୍ତି ବୋଲି ସୂଚନା ଦେଇଛନ୍ତି।…

ପୂଜା ପୂର୍ବରୁ ଛିନଛତର ହେଲା ରସୁଲଗଡର ୩୦ଫୁଟ ଉଚ୍ଚର ତୋରଣ

ପାଖେଇ ଆସୁଛି  ଦୁର୍ଗାପୂଜା  ।  ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜା ରାତିଦିନ ଚାଲିଛି ।  ତେବେ  ରବିବାର ଅପରାହ୍ନରେ ଭୁବନେଶ୍ୱର, ରସୁଲଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବୋହିଥିଲା। ଏହି ବର୍ଷାପବନରେ ରସୁଲଗଡ଼ଠାରେ ନିର୍ମାଣ ହୋଇଥିବା ୩୦ ଫୁଟ…

ନିଯୁକ୍ତି ସୁଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମର ପ।।ଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଦେଶରେ ବେକାରୀ ସମସ୍ୟା ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁବପିଢ଼ିଙ୍କୁ ବଡ଼ ବଡ଼ କମ୍ପାନୀରେ ନିଯୁକ୍ତ ଯୋଗାଇବା ପାଇଁ ପିଏମ୍ ଇଣ୍ଟର୍ଣ୍ଣସିପ୍…

ପ୍ରଧାନମନ୍ତ୍ରୀଙ୍କ ସହ ମହମ୍ମଦ ମୁଇଜୁଙ୍କ ଆଲୋଚନାକୁ ଅପେକ୍ଷା

ମାଳଦ୍ୱୀପ ସହ କିଛି ମାସ ଧରି ଚାଲିଥିବା ବିବାଦ ସମାଧାନ ଦିଗରେ ଥିବା ଚର୍ଚା ହେଉଛି । ମାଳଦୀପ ସହ ସଂପର୍କ ଖରାପ ହୋଇଥିଲା କାରଣ କିଛି ନେତା ଭାରତ ବିରୋଧରେ ଉପହାସ ବକ୍ତବ୍ୟ ଦେଇଥିଲେ । ଭାରତରେ ମାଳଦ୍ବୀପ ନଯିବା ପାଇଁ ସୋସିଆଲ ମିଡିଆରେ ଜୋରଦାର ଚର୍ଚା ହୋଇଥିଲା । ଏହାରି ଭିତରେ…

ଆଜିଠୁ ୧୪ ଜିଲ୍ଲାରେ ଗଡ଼ିବନି ବସ୍‌! କଣ କହିଲେ ମନ୍ତ୍ରୀ ?

ଲକ୍ଷ୍ମୀ ବସକୁ ନେଇ ବିବାଦ । କ୍ଷତି ହେଉଛି ତେଣୁ ଆମେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ଚଳାଇବୁନି । ସଂଘ ଦେଇଛି ଚେତାବନୀ ।  ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି…