ହରିୟାଣାରେ କିଙ୍ଗ ମେକର ହେବ ଆପ କହିଥିଲେ କେଜରିଓ୍ବାଲ: କେତେ ପାଇଲେ ଭୋଟ୍?
ହରିୟାଣା ବିଧାନସଭା ନିର୍ବାଚନରେ ମାଟିର ପୁଅ ମାଟି କାମୁଡ଼ିଲେ । ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଚଳାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ଅମାନତ ହରାଇଛି । ଏକ ବଡ଼ ଟକ୍କର ଦେଇ ୯୦ଟି ଆସନ ମଧ୍ୟରୁ ୮୮ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କେଜରିଓ୍ବାଲଙ୍କ ଦଳ…