ଗମ୍ଭୀରଙ୍କ ପାଇଁ ଚ୍ୟାଲେଂଜ ତୃତୀୟ ଟେଷ୍ଟ
ଦୁଇଟି ଟେଷ୍ଟ ହାରିବା ପରେ ଏବେ ଗମ୍ଭୀରଙ୍କ ପାଇଁ ଅଡ଼ୁଆ ବଢ଼ିଛି । ନ୍ୟୁଜିଲାଣ୍ଡ ସହ ତୃତୀୟ ଟେଷ୍ଟରେ ଭାରତ ପରାଜିତ ହେଲେ ତାଙ୍କ ସହ ବିସିସିଆଇ କିଛି ବି ନିଷ୍ପତ୍ତି ନେଇପାରେ । ନଭେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଅଭିଯାନ ଆରମ୍ଭ କରିବ ଭାରତ। ତେବେ…