Astrology/Vastu ଆଜିର ରାଶିଫଳ Metro TV Odisha Dec 28, 2024 ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ବୃଷ: ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇ ପାରନ୍ତି। ଧନଲାଭର ଅବସର…
Weather Report ଆଜିଠୁ 2 ଦିନ ବର୍ଷା Metro TV Odisha Dec 28, 2024 ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ବା ଶନିବାର ଠାରୁ ଦୁଇ ଦିନ ବର୍ଷା ହେବ। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉତ୍ତର-ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଦୁଇ ଦିନ ତଳେ ଲଘୁଚାପ ପ୍ରଭାବରେ ହୋଇଥିବା…
National ଭାରତର ଓ୍ବାଣ୍ଟେଡ଼ ଆତଙ୍କବାଦୀର ହୃଦଘାତରେ ମୃତ୍ୟୁ Metro TV Odisha Dec 27, 2024 ପୁଅ ପରେ ଆତଙ୍କବାଦୀ ବାପାର ମୃତ୍ୟୁ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଜମାତ-ଉଦ-ଦାଓ୍ଵା ସଂଗଠନର ଡେପୁଟି ମୁଖ୍ୟ ହାଫିଜ୍ ସୟିଦଙ୍କ ଭିଣୋଇ ହାଫିଜ୍ ଅବଦୁଲ୍ ରେହମାନ ମକ୍କିର ମୃତ୍ୟୁ । ହୃଦଘାତରେ ଆତଙ୍କବାଦୀ ମକ୍କିର ମୃତ୍ୟୁ ହୋଇଛି। ଜମାତ-ଉଦ-ଦାୱାର ଅନୁଯାୟୀ ଅବଦୁଲ…
National ଆସନ୍ତାକାଲି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର Metro TV Odisha Dec 27, 2024 ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସକାଳ ସାଢ଼େ ୯ଟାରେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।…
Odisha ଗଠନ ହେଲା ଓଡ଼ିଶା ଆଇନ କମିଶନ Metro TV Odisha Dec 27, 2024 ଆଇନ କମିଶନ ଗଠନ କଲେ ରାଜ୍ୟ ସରକାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ ହୋଇଛି। ଓଡ଼ିଶା ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ ଜଣ ସଦସ୍ୟ ରହିଛନ୍ତି।କମିଶନରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଓ ସୌର ଚନ୍ଦ୍ର ମହାପାତ୍ର ସଦସ୍ୟ ରହିଛନ୍ତି । ସେହିପରି ଆଡଭୋକେଟ…
Entertainment ‘ସିକନ୍ଦର’ ଟିଜରର ରିଲିଜ ସ୍ଥଗିତ Metro TV Odisha Dec 27, 2024 ଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନରେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ଆଜି ମୁକ୍ତିଲାଭ କରିବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଓ ସଲମାନ ଟିଜର ରିଲିଜକୁ…
Culture ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା Metro TV Odisha Dec 27, 2024 ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ଏଥିପାଇଁ ଏବେଠୁ ଚଳଚଞ୍ଚଳ ବରଗଡ଼ ସହର। ୧୧ ଦିନର ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଅଭିନୟକୁ ଜୀବନ୍ତ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି କଳାକାର। ଦେବକୀଙ୍କ ବିବାହ ପାଇଁ ଚିନ୍ତିତ ମହାରାଜ…
Odisha ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ Metro TV Odisha Dec 27, 2024 ନୂଆବର୍ଷ ପାଳନକୁ ନେଇ ସଜାଗ ରହିଛି ଅବକାରୀ ବିଭାଗ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍। ଭୋଜି ଭାତ, ନାଚ ଗୀତର ଆସର ଜମିବ। ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଣେ ଆଇନ ମନ୍ତ୍ରୀ…
Politics ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ Metro TV Odisha Dec 27, 2024 ଆସନ୍ତା କାଲି ଓଡିଶା ଆସିବାର ଥିଲା ଗୃହମନ୍ତ୍ରୀ ଅମିତ୍ ଶାହା । ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏନେଇ ଯାଜପୁର ସାଂସଦ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ପୂର୍ବତନ ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି…
World ୧୮,୦୦୦ ଭାରତୀୟ ଙ୍କୁ ନିଜ ଦେଶରୁ ବାହାର କରିବ ଆମେରିକା Metro TV Odisha Dec 27, 2024 ଭାରତ ଏବଂ ଆମେରିକା ମଧ୍ୟରେ ଭଲ କୂଟନୈତିକ ସମ୍ପର୍କ ବିଷୟରେ ଆଲୋଚନା ହେଉଛି। ତଥାପି ଭାରତୀୟମାନଙ୍କୁ ନିଜ ଦେଶରୁ ବାହାର କରି ସ୍ବଦେଶ ପଠାଇବା ପ୍ରକ୍ରିୟା ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରୁ ପ୍ରବାସୀମାନଙ୍କୁ ବହିଷ୍କାର କରିବାର ଧାରା ବୃଦ୍ଦି ପାଇଛି। ୨୦୨୪ ମସିହାରେ ଜଣେ…