ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଇ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବା ବେଳେ ରାଜ୍ୟ ସରକାର ତାହା ଆହୁରି ଏକ ବର୍ଷ ଯାଏ ବଢ଼ାଇଦେଇଛନ୍ତି। ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ଯାଏ ଓଡ଼ିଶାର ମୁଖ୍ୟଶାସନ ସଚିବ ଦାୟିତ୍ବରେ ରହିବେ…

ମହାକୁମ୍ଭ ମେଳା: ବଜେଟ 6382 କୋଟି

ଉତ୍ତରପ୍ରଦେଶର ପ୍ରୟାଗରାଜରେ ୨୦୨୫ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ବର ସର୍ବବୃହତ୍‌ ଧାର୍ମିକ ଜନ ସମାଗମ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’। ହିନ୍ଦୁ ଧର୍ମରେ ଏହି ମେଳାର ବେଶ୍ ମହତ୍ତ୍ବ ରହିଛି। ଏହା ହେଉଛି ଦୁନିଆର ସବୁଠୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ। ଯଦିଓ…

ଟିମ ଇଣ୍ଡିଆ କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ଯୋଗୁ ସମଗ୍ର ଦେଶରେ ଶୋକାକୁଳ ପରିବେଶ ରହିଛି। ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରୁ ସମବେଦନା ବାର୍ତ୍ତା ଆସୁଛି। ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର…

ବର୍ଷା ଉଜାଡ଼ିଲା ଅମଳ ଧାନ , କ୍ଷତିପୂରଣ ଦେବାକୁ ସରକାର କୁନ୍ଥକୁନ୍ଥ

ଝାଳବୁହା ପରିଶ୍ରମ କରି ଖେତରେ ଫଳାଇଥିବା ସୁନାର ଫସଲକୁ ଘରକୁ ଆଣିବା ପାଇଁ ସଜବାଜ ହେଉଥିବାବେଳେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି ପୁଷ ମାସର ଲଗାଣ ବର୍ଷା। ଲଘୁଚାପ ବର୍ଷା କାରଣରୁ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ବର୍ଷା ପାଣିରେ ଧାନ…

ଆସନ୍ତାକାଲି ଠାରୁ ରାଜ୍ୟରେ ହାଲୁକା ବର୍ଷା

ଆଜି ବର୍ଷାରୁ ମଳିବ ସାମନ୍ୟ ତ୍ରାହି । ପୁଣି ଆସନ୍ତାକାଲିଠୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ଆଜି ଘୂର୍ଣ୍ଣିବଳୟରେ ପରିଣତ ହେବ ଲଘୁଚାପ । ଫଳରେ ପାଗ ଶୁଖିଲା ରହିବ । ହେଲେ କାଲିଠୁ ପୁଣି ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ ପ୍ରଭାବରେ…

ଜାନୁଆରୀ ୨୬ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ପଦଯାତ୍ରା

 କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଅ ଯାତ୍ରା। ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା କରିବ କଂଗ୍ରେସ। ସିଡବ୍ଲୁସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଯୋଡ଼ ଯାତ୍ରା ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି…

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି ।  ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।  ମନମୋହନ…

ନବୀନଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର

ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କୁ କିଏ ଲେଖା ଧରାଇ ଦେଇଥିବ ଓ ସେ ଅଜାଣତରେ ପଢ଼ି ଦେଇଥିବେ। ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ଯୋଗାଇ ପାରିଲେ ନାହିଁ, ସିଏ…

ଓଡ଼ିଶାର ହେବ ନୂଆ ବନ୍ଦର

ରାଜ୍ୟ ସରକାର ନୂଆ ବନ୍ଦର ବିକାଶ କରିବାକୁ ଯୋଜନା ରଖିଛନ୍ତି। ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହେବା ଲାଗି ବନ୍ଦର ବିକାଶକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ରହିଛି। କିଛିଦିନ ତଳେ…

ପରାଜୟର କାରଣ କହିଲେ ନବୀନ

ବିଜେଡି ପ୍ରତିଷ୍ଠା ଦିବସରେ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜାରି କରି ନବୀନ କହିଛନ୍ତି, ଦଳ ଗଠନ ବେଳେ କିଛି ନିନ୍ଦୁକ ଯେପରି କହିଥିଲେ ଏହି ଦଳର ଭବିଷ୍ୟତ ନାହିଁ ଏବେ ବି ସେମିତି କହୁଛନ୍ତି ଏ ଦଳ ରହିବ…