ଭୁବନେଶ୍ୱର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା , ପଛକୁ ପଛ ପିଟିଲା ୪ଟି ଗାଡି
ରାଜଧାନୀ ରାଜରାସ୍ତାରେ ସିଜିଜ୍ ଦୁର୍ଘଟଣା । ଭୁବନେଶ୍ୱର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିଲା ୪ଟି ଗାଡି । ପ୍ରଥମେ ଗୋଟିଏ କାର୍ ଏକ ଅଟୋକୁ ପିଟିଥିଲା । ପରେ ଅନ୍ୟ ଏକ ଅଟୋ ସହ ଧକ୍କା ହୋଇଥିଲା । ଯେଉଁଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି
ସୂଚନା ଅନୁସାରେ…