ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ, ପଡ଼ୋଶୀ ରାଷ୍ଟ୍ରକୁ ଚେତାବନୀ ଦେଲେ ରାଜନାଥ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ବିନା ଜମ୍ମୁ-କଶ୍ମୀର ଅସମ୍ପୂର୍ଣ୍ଣ। ପିଓକେରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଆତଙ୍କବାଦୀ ଶିବିର ପରିଚାଳନା କରୁଥିବାରୁ ରାଜନାଥ ଏନେଇ ପଡ଼ୋଶୀ ରାଷ୍ଟ୍ରକୁ ଚେତାବନୀ ଦେଇଛନ୍ତି। ରାଜନାଥ କହିଛନ୍ତି,…