ଭାରତୀୟ ବଜାରରେ ଲଞ୍ଚ୍ ହେଲା Lava Aura Curve 5G

ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ Lava ନିଜର ନୂଆ 5G ସ୍ମାର୍ଟଫୋନ୍ Lava Aura Curve 5Gକୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏଥିରେ କର୍ଭଡ୍ AMOLED ଡିସ୍‌ପ୍ଲେ, ବ୍ୟାକ ସାଇଡରେ ଛୋଟ ମିନି ସ୍କ୍ରିନ୍, ୫୦ ମେଗାପିକ୍ସେଲ୍ କ୍ୟାମେରା ଏବଂ ୬,୦୦୦mAhର ବଡ଼ ବ୍ୟାଟେରୀ ଭଳି ଆକର୍ଷଣୀୟ ଫିଚର୍ସ…

ଫିଲ୍ମ ରାମାୟଣର ନୂଆ ଗୀତ ମଙ୍ଗଳ ରଙ୍ଗ ରିଲିଜ୍,ଗୀତରେ ବିବାହ ଓ ଭାବପ୍ରବଣ ସଂପର୍କକୁ ଦେଖିବାକୁ ମିଳିଛି

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ରାମାୟଣକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଏହି ଫିଲ୍ମର ରିଲିଜ୍କୁ ଦର୍ଶକମାନେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ନିର୍ମାତାଙ୍କ ପକ୍ଷରୁ ନୂଆ ଗୀତ ମଙ୍ଗଳ ରଙ୍ଗ ରିଲିଜ୍ ହୋଇଛି । ଏହି ଗୀତରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ…

ଫ୍ରାନ୍ସରେ ମହଙ୍ଗା ମାଡ଼ ଏବଂ ଶିକ୍ଷା କ୍ଷେତ୍ରକୁ କମ୍ ବଜେଟ୍ ଆବଣ୍ଟନ ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ

ଫ୍ରାନ୍ସରେ ମହଙ୍ଗା ମାଡ଼ ଏବଂ ଶିକ୍ଷା କ୍ଷେତ୍ରକୁ କମ୍ ବଜେଟ୍ ଆବଣ୍ଟନ ପ୍ରତିବାଦରେ ଶନିବାର ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନରେ ପ୍ରାୟ ୪ ଲକ୍ଷ ୧୦ ହଜାର ଲୋକ ସାମିଲ ହୋଇଥିବା ବେଳେ ରାଜଧାନୀ ପ୍ୟାରିସରେ ପ୍ରାୟ ୧ ଲକ୍ଷ ୧୦ ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହି…

ରିୟାଦ ଓ ଦମ୍ମାମକୁ ଏୟାର ଇଣ୍ଡିଆ ଏୟାରଲାଇନ୍ସର ବିମାନ ସେବା ନଭେମ୍ବର ୭ ଯାଏଁ ସ୍ଥଗିତ

ସାଉଦି ଆରବରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସେବା ଉପରେ କଟକଣା ଜାରି ରହିଛି । ରିୟାଦ ଓ ଦମ୍ମାମକୁ ଉଭୟ ଏୟାରଲାଇନ୍ସର ବିମାନ ସେବା ନଭେମ୍ବର ୭ ଯାଏଁ ସ୍ଥଗିତ ରହିବ ବୋଲି କୁହାଯାଇଛି । ସେହିପରି ଜେଦ୍ଦାକୁ ଯାତାୟାତ କରୁଥିବା ବିମାନ…

ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ,ଏୟାର ଶୋରେ ରାଫେଲ୍, ସୁଖୋଇ, ମିରାଜ୍-୨୦୦୦, ମିଗ୍-୨୯, ଜାଗୁଆର୍ ପରାକ୍ରମ…

ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ବାରଣାସୀରେ ଆୟୋଜିତ ହୋଇଛି ଏୟାର ଶୋ ‘ୱିଙ୍ଗ୍ସ ଓଭର ଗଙ୍ଗା’। ଏହି ଏୟାର ଶୋରେ ରାଫେଲ୍, ସୁଖୋଇ, ମିରାଜ୍-୨୦୦୦, ମିଗ୍-୨୯, ଜାଗୁଆର୍ ସମେତ ଅନେକ ଯୁଦ୍ଧବିମାନ ଓ ହେଲିକପ୍ଟର ନିଜର ପରାକ୍ରମ ପ୍ରଦର୍ଶନ କରିଛନ୍ତି ।…

ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି – ପ୍ରଧାନମନ୍ତ୍ରୀ…

ଖଣିଜ ସମ୍ପଦରୁ ମାଇକ୍ରୋଚିପ୍, ପାରମ୍ପରିକ ଶିଳ୍ପରୁ ଆଧୁନିକ ପ୍ରଯୁକ୍ତି ।  ଓଡ଼ିଶା ଏବେ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି। ଆଗାମୀ ଦିନରେ ଓଡ଼ିଶା ନିଜର ନୂଆ ଭବିଷ୍ୟତ ନିର୍ମାଣ କରିବ ଏବଂ…

ବାତ୍ୟା ପାଇଁ ସମସ୍ତ ଜିଲ୍ଲାପାଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀଙ୍କ ଛୁଟି ବାତିଲ

ବାତ୍ୟା ପାଇଁ ସମସ୍ତ ଜିଲ୍ଲାପାଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀଙ୍କ ଛୁଟି ବାତିଲ। ତୁରନ୍ତ ମୁଖ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ, ପ୍ରଶାସନିକ ପ୍ରସ୍ତୁତି ଉପରେ ଗୁରୁତ୍ୱ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି…

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଭୁବନେଶ୍ଵରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ଭୁବନେଶ୍ଵରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ କରିବା ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଟକି ରହିଥିବା କାମକୁ ଆଗକୁ ବଢ଼ାଇବାର ସୁଯୋଗ ମିଳିବ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିପାରନ୍ତି। ପରିବାରରେ କୌଣସି କଥାକୁ ନେଇ ମତଭେଦ ହେଲେ ଶାନ୍ତ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବୃଷ- ଆର୍ଥିକ ଦିଗରେ ଉନ୍ନତି…

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ,୭.୨ ତୀବ୍ରତା ଭୂମିକମ୍ପ ରେକର୍ଡ

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ଭାନୁଆଟୁ ଦ୍ୱୀପପୁଞ୍ଜ ନିକଟରେ ୭.୨ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏହାର ମାତ୍ର ୨୫ ସେକେଣ୍ଡ ପରେ ସେହି ଅଞ୍ଚଳରେ ୬.୯ ତୀବ୍ରତାର ଆଉ ଏକ ରିଡିଂ ରେକର୍ଡ ହୋଇଛି ।…