୭୩ତମ ମିସ୍ ୱାର୍ଲ୍ଡ ର ତାଜ୍ ପିନ୍ଧିଲେ ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା

ଜୋହେରୀ ମୋଲା ବିଶ୍ବ ସୁନ୍ଦରୀ, ପିନ୍ଧିଲେ ‘ମିସ୍ ୱାର୍ଲ୍ଡ ୨୦୨୬’ ତାଜ୍ । ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ ହୋଇଛି ମିସ୍ ୱାର୍ଲଡ । ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା ଏହି ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ଏଥିରେ ସ୍ପେନର…

Samsung Galaxy S26 FE ଲଞ୍ଚ,ଜାଣନ୍ତୁ ଡିସପ୍ଲେ ଓ ଡିଜାଇନ୍

Samsung ତା’ର Galaxy S26 ସିରିଜର ସବୁଠାରୁ ଆଫୋର୍ଡେବଲ୍ ଫୋନ୍ Samsung Galaxy S26 FEକୁ ଗ୍ଲୋବାଲ୍ ବଜାରରେ ଲଞ୍ଚ କରିଛି । ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା Galaxy S26 ସିରିଜର ଏହା ସବୁଠାରୁ ନୂଆ ମଡେଲ୍ । ଏହି ସିରିଜରେ କମ୍ପାନୀ ପୂର୍ବରୁ Samsung Galaxy S26, Galaxy S26+ ଏବଂ…

ଆମେରିକାରେ ଭୀଷଣ ଗରମ,ଟେକି ହୋଇ ରହିଲା ଚିକାଗୋ ଡ୍ର ବ୍ରିଜ୍

ଆମେରିକାରେ ଏବେ ଭୀଷଣ ଗରମ ପଡୁଛି। ଗ୍ରୀଷ୍ମ ପ୍ରବାହରେ ମଣିଷ ତ ମଣିଷ ଲୁହା ବ୍ରିଜ ମଧ୍ୟ ପ୍ରଭାବିତ ହେବାକୁ ଲାଗିଲାଣି ଆମେରିକା ଚିକାଗୋରୁ ଏଇଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଛି। ଏଠାରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୁହାପୋଲ ଏତେ ଗରମ ହୋଇଗଲା ଯେ ଉପରକୁ ଉଠିବା ପରେ ପୁଣି…

ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ମୋଟ ଅଧିଗ୍ରହଣର ପ୍ରାୟ ୯୮ ପ୍ରତିଶତ ସାମଗ୍ରୀ ଭାରତୀୟ ଉଦ୍ୟୋଗଗୁଡ଼ିକରୁ କ୍ରୟ କରାଯିବ । ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ

ରାଜ୍ୟରେ ଏଣିକି ଗୋଟିଏ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ବର୍ତ୍ତମାନ ଥିବା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍ ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ ବଦଳରେ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ପଦକ୍ଷେପ…

ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ

ଦିଲ୍ଲୀ PG ଟ୍ରାଜେଡି: ୬ ମୃତ । ଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା ବଏଜ୍ PG ଭୁଶୁଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୬ରୁ ୭ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଥିବାବେଳେ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ AIIMS ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି ।…

ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି

ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ…

ଶ୍ରୀମନ୍ଦିରରେ ପାଳନ ହେବ ଶମ୍ଭୁ ଏକାଦଶୀର ସ୍ବତନ୍ତ୍ର ନୀତି,କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ…

ଭାଦ୍ରବ କୃଷ୍ଣ ଏକାଦଶୀ ସୋମବାର ଶ୍ରୀମନ୍ଦିରରେ ପାଳନ ହେବ ଶମ୍ଭୁ ଏକାଦଶୀର ସ୍ବତନ୍ତ୍ର ନୀତି। ଏଥିସହ ଶ୍ରୀକୃଷ୍ଣ ଲୀଳା ଅବସରରେ କାଳୀୟଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।ମହାପ୍ରଭୁ କାଳୀୟଦଳନ ବେଶରେ ଉଭା ହେବେ। ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ମହାପ୍ରଭୁ…

୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା

ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଲଘୁ ଚାପ ରୂପ ନେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ୧୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା ହେବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି।…

ଆଜି ଠୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଗଜକେସରୀ ଯୋଗ,ଏହି ରାଶିଙ୍କ ପାଇଁ ରହିଛି ଶୁଭଫଳ

ଆଜି ଚନ୍ଦ୍ରମା ନିଜ ରାଶି କର୍କଟରେ ପ୍ରବେଶ କରିବେ । ଏହା ସହିତ କର୍କଟ ରାଶିରେ ଚନ୍ଦ୍ରମା ଓ ଗୁରୁ (ବୃହସ୍ପତି) ଙ୍କ ମିଳନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମିଳନରୁ ଶୁଭ ଗଜକେସରୀ ଯୋଗ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ରରେ ଗୁରୁଙ୍କୁ ଜ୍ଞାନ, ଭାଗ୍ୟ, ବିକାଶ ଓ ସମୃଦ୍ଧିର କାରକ…