ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା

ବୁଧବାର ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ପ୍ରତିଷ୍ଠାନ ଖୋଲା ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବ…

ଆଜି ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବେ : ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବତାଙ୍କ ଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ରହିଛନ୍ତି । ମେ’ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ଅନେକ ଗ୍ରହ ସହ ବୃହସ୍ପତି ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି କରିବେ । ବିଶେଷ କରି ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଅତ୍ୟନ୍ତ…

ଗୁଗୁଲ ମ୍ୟାପ ନେଲେ ଷ୍ଟେସନ ମାଷ୍ଟରଙ୍କ ଜୀବନ

ଗ୍ରେଟର ନୋଏଡ଼ାରେ ଗୁଗୁଲ ମ୍ୟାପ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଯିଛି । ଗୁଗୁଲ ମ୍ୟାପକୁ ବିଶ୍ବାସ କରି ଯାତ୍ରା କରୁଥିବା ସମୟରେ ଜଣେ ଷ୍ଟେସନ ମାଷ୍ଟରକଙ୍କ କାର 30 ଫୁଟ ଗଭୀର ଡ଼୍ରେନ ଭିତରକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ…

୨୦୨୭ ସୁଦ୍ଧା ଏହାକୁ ୨୫ ହଜାରକୁ ବୃଦ୍ଧି କରାଯିବ ଜନଔଷଧୀ କେନ୍ଦ୍ର

ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି ଯେ ଜନଔଷଧୀ କେନ୍ଦ୍ର ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ଅଭିଯାନ ଉପରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଜନଔଷଧୀ ଦିବସ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଜନଔଷଧୀ କେନ୍ଦ୍ରଗୁଡ଼ିକରେ ପାଖାପାଖି ଦୁଇ ହଜାର ଔଷଧ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା , ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ଭାଙ୍ଗିଛନ୍ତି ବାଣୀବିହାର…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ଭାଙ୍ଗିଛନ୍ତି ବାଣୀବିହାର ଛାତ୍ର । ବିକ୍ଷାଭ ନାଁରେ ଉତ୍ପାତ  କରିଛନ୍ତି ବାଣିବିହାର ଛାତ୍ର । ଜୟ ଭୀମ୍‌ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟ ସମସ୍ତ…

ଏକାଠି ନଜର ଆସିଲେ ଦୁଇ ପୁରୁଣା ପ୍ରେମିଯୁଗଳ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ

ଏଚ୍‌ଟିର ଏକ ଆୱାର୍ଡ ଇଭେଣ୍ଟରେ ଏକାଠି ନଜର ଆସିଲେ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ 'ଚୁରାକେ ଦିଲ ତେରା' ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଯାହାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନ ପରେ ନବେ ଦଶକର ଏହି ହିଟ୍ ଯୋଡ଼ିକୁ ପୁଣିଥରେ ଏକାଠି ଦେଖିବା…

ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ…

ସିଂହ ଛୁଆକୁ କୋଳରେ ଧରିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନଙ୍କୁ ଓସ୍କାର

ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି । ଫିଲ୍ମ ‘ଦ ବ୍ରୁଟଲିଷ୍ଟ’ରେ ତାଙ୍କର ଦମଦାର୍ ଅଭିନୟ ପାଇଁ ଓସ୍କାର ପ୍ରଦାନ କରାଯାଇଛି। ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଶୋ ସହ ଜଡ଼ିତ ବ୍ଲଗର କମେଡି ମାମଲାରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ ଆଶିଷଙ୍କ ଆବେଦନ ଉପରେ ସୋମବାର ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରଣବୀରଙ୍କୁ ଗୁଆହାଟୀ ପୋଲିସ ସାମ୍ନାରେ ଯାଞ୍ଚ ପାଇଁ ହାଜର ହେବାକୁ ସୁପ୍ରିମକୋର୍ଟ କହିଛନ୍ତି । ରଣବୀରଙ୍କ…