ଆଜି ପବିତ୍ର ମାଘ ପୂର୍ଣ୍ଣମୀ,ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ
ଆଜି ପବିତ୍ର ମାଘ ପୂର୍ଣ୍ଣମୀ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍ରେ ବେଶ ପ୍ରସ୍ତୁତି ଶେଷ ହେଉଛି । ପ୍ରମୁଖ ସୋଲ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ଠାକୁରଙ୍କ ଶ୍ରୀହସ୍ତ ପଦ…