ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ କିଙ୍ଗ ର ଶାହରୁଖଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି,ଯାହା ଫ୍ୟାନ୍ସଙ୍କ…
ବଲିଉଡ୍ର ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ କିଙ୍ଗକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହା ୨୪ ଡିସେମ୍ବର ୨୦୨୬ରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ସୋସିଆଲ ମିଡିଆରେ ଶାହରୁଖଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋକୁ ଫିଲ୍ମର…