ଦିଲ୍ଲୀ NCRରେ 2ଜଣ କରୋନା ସଂକ୍ରମିତ ଚିହ୍ନଟ

ଦିଲ୍ଲୀ NCRରେ ଆରମ୍ଭ ହେଲା କରୋନା ସଂକ୍ରମଣ । ଗୁରୁଗ୍ରାମର ସାଇବର ସିଟିରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। 2 ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଗୁରୁଗ୍ରାମ ଆସିଥିଲେ। ଏସିଆ ମହାଦେଶର କେତେକ ଦେଶରେ ଗତ କିଛି ମାସ ହେଲା…

ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ନୂଆଦିଲ୍ଲୀରେ ଚାରିଦିନିଆ ଗସ୍ତ ଆରମ୍ଭ କରିବେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ସରକାରର ପ୍ରଥମ ବର୍ଷର କାର୍ଯ୍ୟଦକ୍ଷତା ରିପୋର୍ଟ ଉପସ୍ଥାପନ କରିବେ ଏବଂ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ। ଏହି…

୨୭ ରେ ଆସୁଛି ଲଘୁଚାପ

ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡା, ବରଗଡ଼, ସମ୍ବଲପୁର ଓ ଦେଓଗଡକୁ ବାଦ ଦେଲେ ଅନ୍ୟ ୨୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୨୪…

ଗୁଜରାଟକୁ ୩୩ ରନରେ ହରାଇଲା ଲକ୍ଷ୍ନୌ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୪ତମ ମ୍ୟାଚରେ ଗୁଜରାଟକୁ ୩୩ ରନରେ ପରାସ୍ତ କରିଛି ଲକ୍ଷ୍ନୌ । ୨୩୬ ରନର ଲକ୍ଷ୍ୟର ଜବାବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୨୦୨ ରନ କରିପାରିଥିଲା । ଦଳ ପକ୍ଷରୁ ଶାହରୁଖ ଖାଁ ୫୭ ରନ…

କରୋନା ଭାଇରସ୍‌ର ନୂଆ ରୂପ JN-1 ଭାରିଆଣ୍ଟ

କରୋନାର ଭୟାବହତା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଡରାଇଲାଣି ଭୂତାଣୁ ଭୟ । କରୋନାର JN-1 ଭାରିଆଣ୍ଟକୁ ନେଇ ଏସିଆ ମହାଦେଶରେ ହଲ୍‌ଚଲ୍ । ୨୦୨୦ରେ କରୋନା ଭୂତାଣୁ ଅନେକଙ୍କ ଜୀବନ ନେଇଛି । ଲୋକଙ୍କ ଜୀବିକାରେ ମଧ୍ୟ ବାଧା ସୃଷ୍ଟି କରିଥିଲା । ବର୍ତ୍ତମାନ ଚୀନ, ସିଙ୍ଗାପୁର, ହଂକଂ ଓ…

ପିଆଜ ଉତ୍ପାଦନ ପରେ ଦର ହ୍ରାସ

ମହାରାଷ୍ଟ୍ରରେ ବମ୍ପର ପିଆଜ ଫସଲ ଏଥର ଅମଳ ହୋଇଛି ।  ବଜାରରେ ହଠାତ୍ ଅତ୍ୟଧିକ ଯୋଗାଣ ଯୋଗୁଁ ପିଆଜର ଦର ତୀବ୍ର ଭାବେ ହ୍ରାସ ପାଇଛି। ଫେବୃଆରୀରେ ପାଇକାରୀ ଦର ପ୍ରତି କିଲୋ ୩୫-୪୦ ଟଙ୍କା ଥିବାବେଳେ ମେ’ରେ ଏହା ୭-୧୭ ଟଙ୍କାକୁ ଖସିଛି। ଖୁଚୁରା ଦର ମଧ୍ୟ ୪୫ ଟଙ୍କାରୁ ୨୫-୩୦ ଟଙ୍କାକୁ ହ୍ରାସ…

କଖାରୁ ଫୁଲ- ଅନେକ ରୋଗରୁ ରକ୍ଷା କରେ

କଖାରୁ ଫୁଲର ସ୍ୱାସ୍ଥ୍ୟ ଉପକାରିତା  ଭିଟାମିନ୍ B-9 (ଫୋଲେଟ): କଖାରୁ ଫୁଲରେ ଭିଟାମିନ୍ B-9 ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଭିଟାମିନ୍ C: ଏହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରି କ୍ଷତିରୁ ରକ୍ଷା କରେ ଏବଂ ରୋଗ…

ଆରବ ସାଗରରେ ଲଘୁଚାପ

ଆରବ ସାଗରରେ ଲଘୁଚାପ ।  ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ୨୧ ମେ ୨୦୨୫ ତାରିଖରେ ପୂର୍ବ-ମଧ୍ୟ ଆରବ ସାଗରରେ ଦକ୍ଷିଣ ମହାରାଷ୍ଟ୍ର ଏବଂ ଗୋଆ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ନିମ୍ନ ଓ ମଧ୍ୟମ ସ୍ତରୀୟ ମେଘ ଏବଂ ତୀବ୍ର ଘୂର୍ଣ୍ଣବଳୟ ଦେଖାଯାଇଛି। ଏହି…

ଓଡ଼ିଶାରେ କରୋନା ଭାଇରସ

ଓଡ଼ିଶାରେ କରୋନା ଭାଇରସ  । ରାଜ୍ୟରେ କୋଭିଡ୍-୧୯ ମାମଲାରେ କିଛି ବୃଦ୍ଧି ଦେଖାଦେଇଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଗତ କିଛି ସପ୍ତାହରେ ନୂଆ ମାମଲା ଚିହ୍ନଟ ହୋଇଛି, ଯଦିଓ ଏହା ପୂର୍ବ ତରଙ୍ଗ ତୁଳନାରେ କମ୍ ତୀବ୍ର। ସରକାର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଜନସାଧାରଣଙ୍କୁ ମାସ୍କ…

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଫଳ-୨୦୨୫ ପ୍ରକାଶିତ ହୋଇଛି। ଏଥର ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ। ଝିଅଙ୍କ ପାସ୍ ହାର ୮୭.୨୪…