ରାଶିଫଳ

ମେଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସରେ ନୂଆ ପଦ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ। ବୃଷ: ଦିମାକରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମ ପୂରା ହେବ। ବିଲଡ଼ର୍ସଙ୍କୁ କୌଣସି…

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ

ଉପରମୁଣ୍ଡରେ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି। ତେଣୁ ଆଜି ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଗତକାଲି ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୮.୮୫ ଫୁଟ ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର…

ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ଅଭିଯୋଗ

ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି ନିଆଁ ଲଗାଇଛି। ରୁଷିଆର ଅଧିକାରୀମାନେ କହିଛନ୍ତି ଯେ ରାତାରାତି ହୋଇଥିବା…

ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର

ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା। ଏବେ ପୁଲିସ କଲା ଏନକାଉଣ୍ଟର। ପୁଲିସ କଷ୍ଟଡିରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀ ବିପିନ ଭାଟ୍ଟୀ ଉପରକୁ ପୁଲିସ ଗୁଳି ଚଳାଇଥିଲା। ଏହି ଘଟଣାରେ ବିପିନର ଗୋଡ଼ରେ ଗୁଳି ବାଜିବା ସହ ସେ ଆହତ ହୋଇଥିବା ଜଣାଯାଇଛି। ଏହି…

ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ

ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ। ଏନେଇ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଘୋଷଣା କରିଛନ୍ତି। ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ପରିଦର୍ଶନ କରିବାକୁ ଯିବ। ମୟୂରଭଞ୍ଜ, ବ୍ରହ୍ମପୁରରେ ବି କୃଷି କଲେଜ ଖୋଲାଯିବ। ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ…

ବିଗବସ 19 ରେ ନଜର ଆସିବେ ପୋଲାଣ୍ଡର ଅଭିନେତ୍ରୀ ନତାଲିଆ ଜାନୋସଜେକ

ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍‌’। ଖୁବ୍‌ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଏ। ସଲମାନ…

ୟେସ୍ ବ୍ୟାଙ୍କର ୨୪.୯୯ ପ୍ରତିଶତ ଅଂଶଧନ କିଣିବ ଏସଏମବିସି

ଜାପାନର ସୁମିତୋମୋ ମିତ୍ସୁଇ ବ୍ୟାଙ୍କିଂ କର୍ପୋରେସନ (ଏସଏମବିସି)କୁ ୟେସ୍ ବ୍ୟାଙ୍କର ୨୪.୯୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଠାରୁ ଅନୁମୋଦନ ମିଳିଛି। ଏହା ସହିତ, ସୋମବାର ୟେସ୍ ବ୍ୟାଙ୍କର ଅଂଶଧନ ଫୋକସରେ ରହିବ। ଗତ ଶୁକ୍ରବାର ଅର୍ଥାତ୍ ଗତ ସପ୍ତାହର ଶେଷ…

କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା

କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ ନେଇଥିବା କହିଛନ୍ତି।…

୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଘନୀଭୂତ ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହା ପ୍ରଭାବରେ ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କି.ମି ପ୍ରତି ଘଣ୍ଟା ବେଗରେ ପବନ…

ପୁଣି ଥରେ ପରଦାରେ ନଜର ଆସିବେ ଦୀପନ୍ବିତ – ପ୍ରକୃତି ଯୋଡ଼ି

‘ଦମନ’, ‘ପ୍ରତୀକ୍ଷା’, ‘କୁହୁଡ଼ି’ ଓ ‘ଶାନ୍ତି ଆପାର୍ଟମେଣ୍ଟ’ ଆଦି ସିନେମାରେ ପ୍ରଭାବଶାଳୀ ଅଭିନୟ କରିଥିବା ଦୀପନ୍ବିତ ଦାସମହାପାତ୍ରଙ୍କ ବିପକ୍ଷରେ ପୁଣି ଥରେ ନଜର ଆସିବେ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ଅଭିନେତ୍ରୀ ପ୍ରକୃତି ମିଶ୍ର। ନୂଆ ଓଡ଼ିଆ ସିନେମା ‘ବିନ୍ଦୁସାଗର’ରେ ଏହି ଯୋଡ଼ିକୁ…