ଫେଡ଼େରରଙ୍କ ରେକର୍ଡ଼ ଭାଙ୍ଗିଲେ ଜୋକୋଭିକ
ପିଠି ଯନ୍ତ୍ରଣା ସତ୍ତ୍ବେ ୨୪ ଥର ଗ୍ରାଣ୍ଡ ସ୍ଲାମ୍ ବିଜୟୀ ସର୍ବିୟାର ମହାନ ତାରକା ନୋଭାକ ଜୋକୋଭିକ ଚଳିତ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ଏହି ସଫଳତା ଲାଭ କରିବାରେ ୩୮ବର୍ଷୀୟ ଜୋକୋଭିକ ୧୯୯୧ ମସିହାରେ ଆମେରିକୀୟ କିଂବଦନ୍ତି ଜିମ୍ମି…