‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ,୪୨ ହଜାରରୁ ଅଧିକ…

ଓଡ଼ିଶାକୁ ଫୁଡ୍ ପ୍ରୋସେସିଂ ହବ୍ କରିବା ଦିଗରେ ବଡ଼ ପଦକ୍ଷେପ। 'ଓଡ଼ିଶା ଫୁଡ୍ ପ୍ରୋ ୨୦୨୪'ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ। ୨୨ଟି ଏମଓୟୁ ସ୍ୱାକ୍ଷର ସହ ୩୧ ହଜାର ୬୪୮ କୋଟି ଟଙ୍କାର ନିବେଶ ଓ ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି…

ଆଜି ବିଶ୍ବ ହସ୍ତତନ୍ତ ଦିବସ,ହସ୍ତତନ୍ତ ସାମଗ୍ରୀ କିଣି ଭିଡିଓ ପୋଷ୍ଟ କରିବାକୁ ମୋଦି ଦେଲେ ଆହ୍ବାନ

ଆଜି ବିଶ୍ବ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ । ଦେଶବ୍ୟାପୀ ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାକୁ ଓ ଏହାର ଲୋକପ୍ରିୟତା ବଢାଇବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭିଡିଓ ପୋଷ୍ଟ କରି ଦେଶବାସୀଙ୍କୁ ହସ୍ତତନ୍ତ ଦିବସର…

ଆଜି ଓ କାଲି ଭୀଷଣ ବର୍ଷା,ଏଥର ସ୍ୱାଧୀନତା ବି ଭିଜିବ ବର୍ଷାରେ

ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଫଳରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଛି ବର୍ଷା । ଟ୍ବିନ ସିଟିରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ଆଜି ଓ କାଲି ଭୀଷଣ ବର୍ଷା । ଏଥର ସ୍ୱାଧୀନତା ବି ଭିଜିବ ବର୍ଷାରେ । ସାରା ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା ସମ୍ଭାବନା ।…

ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର , ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା

ଭାସିଲା ରାଜଧାନୀ ଉପକଣ୍ଠ । ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର । ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା । ଅଳସୁଆ ନିକଟରେ ପାଣି ଘେରରେ ଫସିଲେ ଏକାଧିକ ପରିବାର । ଚାହୁଁ ଚାହୁଁ ହଠାତ୍ ବୃଦ୍ଧି ହେଲା ଜଳସ୍ତର । ୧୫ରୁ ଅଧିକ ପରିବାର ସମେତ ଜଳବନ୍ଦୀ ଲୋକଙ୍କୁ ଅଗ୍ନିଶମ…

ଜାଣନ୍ତୁ ଆଜିର ଦିନ କିପରି କଟିବ

ମେଷ : ଆପଣଙ୍କୁ ଆପଣଙ୍କ ପରିବାରରୁ ସମର୍ଥନ ମିଳିବ । ଆପଣଙ୍କ କଥାରେ ସଂଯମ ରଖନ୍ତୁ । କ୍ରୋଧ ଜିନିଷକୁ ନଷ୍ଟ କରିପାରେ । ଏକ ଧାର୍ମିକ ଯାତ୍ରା ଯୋଜନା ହୋଇପାରେ । ଆପଣ କୌଣସି ସ୍ୱାର୍ଥପର ଉଦ୍ଦେଶ୍ୟ ବିନା ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ଯାହା ଆପଣଙ୍କୁ ଖୁସି ଦେବ । ଆପଣଙ୍କ ସ୍ୱାସ୍ଥ୍ୟର…

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ । ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ନୀତିନ ନବୀନଙ୍କୁ ଭେଟିଛନ୍ତି ମନମୋହନ । ସୌଜନ୍ୟମୂଳକ ସାକ୍ଷାତରେ ବିଭିନ୍ନ ସାଙ୍ଗଠନିକ ଏବଂ ସମସାମୟିକ…

ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ,୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଦେବେ ଯୋଗ

୧୩ ତମ BRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ…

Vivo ସାତ ବର୍ଷ ପରେ ଭାରତୀୟ ବଜାରରେ ଏହାର ଦ୍ୱିତୀୟ S-ସିରିଜ୍ ଫୋନ୍ ଲଞ୍ଚ କରିଛି

Vivo ସାତ ବର୍ଷ ପରେ ଭାରତୀୟ ବଜାରରେ ଏହାର ଦ୍ୱିତୀୟ S-ସିରିଜ୍ ଫୋନ୍ ଲଞ୍ଚ କରିଛି । Vivo S2 ନାମରେ ନାମିତ ଏହି ଫୋନ୍‌ରେ ୩୨MP କ୍ୟାମେରା ଏବଂ ୭୦୫୦mAh ବ୍ୟାଟେରୀ ସୁବିଧା ରହିଛି । ଯାହା ମିଡ୍ ବଜେଟ୍ ପ୍ରାଇସରେ ପ୍ରଚଳନ କରାଯାଇଛି । କମ୍ପାନୀ ଖୁବ୍‌ଶୀଘ୍ର ଭାରତରେ ଏହି ସିରିଜ୍‌ର ଆଉ…

ସିଜେପି ବେକାରୀ ସମସ୍ୟାକୁ ଏକ ଦେଶବ୍ୟାପୀ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସିଜେପିର କୋର ଟିମ୍ ର ଏକ ବୈଠକ ପରେ ସଂଗଠନର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କହିଛନ୍ତି ଯେ ଦେଶରେ ବଢ଼ୁଥିବା ବେକାରୀ ଏବେ କେବଳ ଯୁବକମାନଙ୍କ ପାଇଁ ବ୍ୟକ୍ତିଗତ ସମସ୍ୟା ନୁହେଁ, ବରଂ ଜାତୀୟ ଚିନ୍ତାର ବିଷୟ। ସେ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ,…

ବଡ଼ଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଡୋନଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟର ‘ମେରିନ୍ ୱାନ୍’

ଆମେରିକାର ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟର 'ମେରିନ୍ ୱାନ୍' ବଡ଼ଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଉଡ଼ାଣ ସମୟରେ ଏକ ଯାତ୍ରୀବାହୀ ବିମାନ ସହିତ ଏହାର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଯାହାଫଳରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମର ହୋସ୍…