ଏସିଆ କପ୍‌- ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲେ ଭାରତ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ଅପରେସନ୍‌ ସିନ୍ଦୂରର ସଫଳତା ପରେ କ୍ରିକେଟ୍‌ ପଡ଼ିଆରେ ବି ଭାରତୀୟ ଖେଳାଳି ପାକିସ୍ତାନକୁ ପାଣି ପିଆଇଛନ୍ତି। ଚଳିତ ଏସିଆ କପ୍‌ର ଲିଗ୍ ମୁକାବିଲାରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ହରାଇ କ୍ରମଗାତ ଦ୍ବିତୀୟ ବିଜୟ ପାଇଛି। ଭାରତୀୟ…

ଅକ୍ଟୋବର ଆସିଲେ ମନରେ ବାତ୍ୟା ଛନକା

ଅକ୍ଟୋବର ଆସିଲେ ମନରେ ଛନକା ପଶେ। ‘ବାତ୍ୟା’ ଆସି ସବୁ ଛାର୍‌ଖାର୍‌ କରିଦେବ ବୋଲି ଶଙ୍କା ହୁଏ। ତେବେ ପାଣିପାଗ ବିଜ୍ଞାନୀମାନେ ଏନେଇ ଆଶ୍ବସ୍ତ ରହିବାକୁ କହିଛନ୍ତି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ଏବେ ଯାଏଁ ବାତ୍ୟାର କୌଣସି ସୂଚନା ମିଳିନାହିଁ। ଅକ୍ଟୋବରରୁ…

ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ଭୁବନେଶ୍ୱର: ପୁରୀ ଜିଲ୍ଲାର କୃଷିକୁ ଆଗକୁ ବଢ଼ାଇବା, କୃଷକଙ୍କୁ ସମୟୋପଯୋଗୀ କୃଷି ସହାୟତା ଏବଂ ଆଧୁନିକ ଜ୍ଞାନକୌଶଳ ପହଞ୍ଚାଇବା ପାଇଁ ଏକ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର (KVK) ସ୍ଥାପନ ହେବା ଦରକାର ବୋଲି ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି। ଏହି ସମ୍ବନ୍ଧରେ ବିଜେପି…

ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୫ ମସିହା (ସୋମବାର) ଶକାବ୍ଦ -୧୯୪୭ ସମ୍ବତ -୨୦୮୨ ଦିଲ୍ଲୀସ୍ୱରାଦ୍ଧ-୧୪୩୩ ସମ୍ବତ୍ସର-ସିଦ୍ଧାର୍ଥ ଆଶ୍ୱିନମାସ- କୃଷ୍ଣପକ୍ଷ ତିଥି- ନବମୀ ରାତ୍ରି ଘ୦୨/୦୩ ଗତେ ଦଶମୀ ନକ୍ଷତ୍ର- ମୃର୍ଗଶିରା ଦିବା ଘ୦୮/୪୦!ଗତେ ଆର୍ଦ୍ରା ଚନ୍ଦ୍ର- ମିଥୁନ ଯୋଗ-…

ଆନ୍ଦୋଳନରେ ନିହତ ବ୍ୟକ୍ତିଙ୍କୁ ସହିଦ ଘୋଷଣା

ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ରବିବାର ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନରେ ଜେନ୍ ଜେଡ୍ ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ଜାତୀୟ ସହିଦ ଭାବେ ଘୋଷଣା କରିଛନ୍ତି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶନିବାର ରାତିରେ ଶପଥ ଗ୍ରହଣ କରିଥିବା ୭୩ ବର୍ଷୀୟ କାର୍କୀ ଏହି ଘୋଷଣା…

ଏସିଆ କପ୍ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ୬ଷ୍ଠ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର  ଯାଦବ ୪୭ ରନ କରିଥିବାବେଳେ ଶୁବମନ ଗିଲ ୧୦ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ତିଳକ ବର୍ମା ୩୧ ରନର ଲଢୁଆ ଇନିଂସ…

ଅନେକ ଔଷଧୀୟ ଗୁଣରେ ଭରପୂର ମସୁର ଡାଲି

ବର୍ତ୍ତମାନର ସମୟ ଏମିତି ହେଲାଣି ଯେ ଘରେ ଘରେ ରୋଗୀଙ୍କ ସଂଖ୍ୟା ବଢ଼ିଲାଣି । ଛୋଟ ଛୋଟ ସମସ୍ୟାରୁ ଆରମ୍ଭ ଏହି ରୋଗ କେବେ ଡାଏବେଟିସ୍ , ଗ୍ୟାଷ୍ଟ୍ରିକ୍ , ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ସମସ୍ୟାର ରୂପ ନେଉଛି ତାହା ଜାଣିବା କଷ୍ଟକର । ତେବେ ପ୍ରତିଦିନର ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ଆଣିଲେ…

ମେକ୍‌ ଇନ୍‌ ଇଣ୍ଡିଆ ପ୍ରଭାବରେ କମ୍ପାନିଙ୍କ ଆମଦାନି ବିଲ୍‌ କମିଛି

ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଯୋଜନା ଚଳାଇଛି। ଏଥିପାଇଁ ସରକାର ମେକ୍‌ ଇନ୍‌ ଇଣ୍ଡିଆ ସ୍ଲୋଗାନ ଦେବା ସହିତ ପିଏଲ୍‌ଆଇ( ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା) କାର୍ଯ୍ୟକାରୀ କରିଛନ୍ତି। ଏହାଫଳରେ ଦେଶରେ ଅଟୋମୋବାଇଲ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ…

ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଲେ ଧୋନୀ , ଜାଣନ୍ତୁ କାରଣ ……

ଭାରତୀୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ପୁଣି ଚର୍ଚ୍ଚାକୁ ଫେରିଛନ୍ତି। ପଡ଼ିଆରେ ନିଜର ଚଉକା-ଛକାକୁ ନେଇ ଖବରର ଶୀର୍ଷକ ପାଲଟୁଥିବା ଧୋନି ଏବେ ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଛନ୍ତି! ଦେହରେ ଜର୍ସି ବଦଳରେ ରହିଛି କମାଣ୍ଡୋ ୟୁନିଫଭାରତୀୟ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ପୁଣି…

୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦୀ

ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନନ୍ତ୍ରୀ ଗଞ୍ଜାମରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ। ୨୮ରେ ଭୁବନେଶ୍ବରରେ ଲୋକସେବା ଭବନରେ ସର୍ବ ଭାରତୀୟ ମଧ୍ୟସ୍ତତା ସମ୍ମିଳନୀର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।…