ଆଜିର ରାଶିଫଳ

ମେଷ: ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଘର ଖର୍ଚ୍ଚ ବଢ଼ିପାରେ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ସରିବ। ରାଜନୀତିରେ ସଫଳତା ପାଇବେ। ବୃଷ: ଘରେ ଉଚିତ ବ୍ୟବସ୍ଥା ବନାଇ ରଖିବା ଚେଷ୍ଟାରେ ସଫଳ ହେବେ। ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ଦାମ୍ପତ୍ୟ…

ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୟୁଏଏସ୍‌ ଉପସ୍ଥାନ ଲାଗୁ ହେବ

ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ୟୁନିଫାଏଡ୍‌ ଅଟୋମେଶନ ସିଷ୍ଟମ (ୟୁଏଏସ୍‌) ମଡ୍ୟୁଲ ଉପସ୍ଥାନ ଲାଗୁହେବ। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ମଙ୍ଗଳବାର…

ବିଭିନ୍ନ ଶିଳ୍ପାଞ୍ଚଳରେ ମହାସମାରୋହରେ ପାଳିତ ହେଉଛି ବିଶ୍ବ ବ୍ରହ୍ମାଣ୍ଡରନିର୍ମାଣକର୍ତ୍ତା ବିଶ୍ବକର୍ମାଙ୍କ ପୂଜା

ସମ୍ଭବତଃ ୩.୩ ମିଲିଅନ ବର୍ଷ ପୂର୍ବେ ମଣିଷ ପ୍ରଥମେ ନିଜର ଜୀବନ ଧାରଣ ପାଇଁ ପ୍ରଥମେ ଯନ୍ତ୍ରର ନିର୍ମାଣ ଓ ବ୍ୟବହାର ଶିଖିଲା। କାଠ, ପଥରରୁ ତିଆରି ହତିଆର ବିଶେଷତଃ ତା’ର ଖାଦ୍ୟ ଓ ପୋଷଣ ପାଇଁ ବ୍ୟବହୃତ ହେଉଥିଲା। ସେହି ସମୟରୁ ଅଦ୍ୟାବଧି ମଣିଷ ତା’ର କୌଶଳ ଓ ବୁଦ୍ଧିମତା ଉପଯୋଗ କରି ସଭ୍ୟତାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ  ।  ସାରା ରାଜ୍ୟରେ ଦିନ ୨ ଟା ୧୬ ସୁଦ୍ଧା ମେରୀ ଲାଇଫ୍ ପୋର୍ଟାଲରେ ଅପଲୋଡ୍ ହୋଇଥିବା ଚାରା ସଂଖ୍ୟା ୧ କୋଟି ୪ ହଜାର ୪୦୯ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ…

ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍‌ଯନ୍ତ୍ର

ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳ ହତ୍ୟା ମାମଲାରେ ମାଟି ତଳୁ ବାହାରିଲା ଶବ । ଜେସିବିରେ ଖୋଳାଯିବା ପରେ  ସିମେଣ୍ଟ ଅଖାରେ ବନ୍ଧା ଅବସ୍ଥାରେ ବାହାର କରାଗଲା ମୃତଦେହ । ଶୁଭମିତ୍ରାଙ୍କ ମୃତଦେହ ପୋତାଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଥିଲା  ପୋଲିସ । ସେଠାରେ ମାଟି ଖୋଳି ମୃତ…

ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା

ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ଉପରେ ଏସ୍ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡ଼ି ରାଜ୍ଯ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର ଟିମ୍। ମୁକ୍ତେଶ୍ଵର ମନ୍ଦିର ନିକଟ ଜଙ୍ଗଲରେ ଗତ ଶନିବାର ଜଣେ ଛାତ୍ରୀଙ୍କୁ…

୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’…

ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍‌ ଭିଡିଓ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ…

ପୂଜା ଋତୁ ପାଇଁ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି, ରୂପା କେଜି ଲକ୍ଷେ ୪୪ ହଜାର

ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି।…

୫୭୯ କୋଟି ଟଙ୍କାରେ ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ

ବିସିସିଆଇ ଏକ ନୂଆ ସ୍ପନସର ପାଇଛି ।  ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବରେ ଚୁକ୍ତି ଚୂଡ଼ାନ୍ତ ହେବା ନିଶ୍ଚିତ କରିଛି।  ଏହି ଚୁକ୍ତି ୫୭୯ କୋଟି ଟଙ୍କାରେ ନିଶ୍ଚିତ ହୋଇଛି, ଯାହା ଆଗାମୀ ଅଢ଼େଇ ବର୍ଷ ପାଇଁ ରହିବ। ଏହି…

୨୫ ରେ ପୁଣି ଏକ ଲଘୁଚାପ

ରାଜ୍ୟରେ ଏବେ ପ୍ରାୟତଃ ପାଗ ଶୁଖିଲା ରହୁଛି। ତେବେ ଆସନ୍ତା ୨୫ ବା ୨୬ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏ‌କ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଫଳରେ ଦେବୀଙ୍କ ପୂଜାର ପ୍ରାରମ୍ଭ ଷ‌ଷ୍ଠୀ ଓ ସପ୍ତମୀ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି।…