ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଟେଡ଼ ,ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ…
କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପିଲା ଏବଂ କିଶୋରମାନଙ୍କ ପାଇଁ ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।ପୂର୍ବରୁ ଏଥିପାଇଁ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଉଥିଲା। ନୂଆ ନିୟମରେ ଏବେ ୫ ରୁ ୭…