ମହାକାଳ ଦର୍ଶନ ହେଲା ଶେଷ ଦର୍ଶନ , ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ ଧାର ଜିଲ୍ଲା ବଦନାବର-ଉଜ୍ଜୈନ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି   ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଗ୍ରାମ ପଞ୍ଚକବାସା ନିକଟରେ ଅପରାହ୍ନ ୧ଟାରେ ହୋଇଥିବା ଜଣାପଡିଛି । ଏକ ଦ୍ରୁତଗାମୀ ଡମ୍ପର ସହିତ ମାରୁତି ଇକୋ ଭ୍ୟାନ୍ ଭୟଙ୍କର ଧକ୍କା…

ଧରାପଡ଼ିଲା ଇସ୍ରାଏଲ ମିଛ, ମୋଜତବା ଖାମେନି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏକ ଭିଡିଓ ଜାରି କରିଛି ଇରାନୀ ନ୍ୟୁଜ୍ ଚ୍ୟାନେଲ୍

ଇରାନର ସୁପ୍ରିମ ଲିଡର ମୋଜତବା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅନେକ କଥା ସାମ୍ନାକୁ ଆସୁଛି । ଇସ୍ରାଏଲ ଭଲି ଦେଶ ଖାମେନି ସଙ୍କଟାପନ୍ନ ବୋଲି ଦାବି କରୁଛନ୍ତି । ଆଉ କେହି କେହି ସେ ଗୁରୁତର ଥିବା କହୁଛନ୍ତି । ଏପରି ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ଇରାନୀ ନ୍ୟୁଜ୍ ଚ୍ୟାନେଲ୍ ମେହର…

‘ଆଓ୍ବାରାପନ ୨’ ଲାଗି ଇମରାନ ହାଶମୀଙ୍କୁ ମିଳିଛି ୧୦ରୁ ୧୨କୋଟି ଟଙ୍କା

୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଆଓ୍ବାରାପନ’ ଇମରାନ ହାଶମୀଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଫିଲ୍ମରେ ସାମିଲ । ଏହି ଆକ୍ସନ- ଥ୍ରୀଲରରେ ସେ ‘ଶିବମ ପଣ୍ଡିତ’ଙ୍କ ଚରିତ୍ର ନିଭାଇଥିଲେ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ପ୍ରାୟ ୧୯ବର୍ଷ ପରେ ଇମରାନ ଏହି ଚରିତ୍ର ସହ…

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ୍‌…

ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ

ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ କୌଣସି ନୂଆ ତୀର୍ଥଯାତ୍ରୀ ବ୍ୟାଚ୍କୁ…

କାଉଡିଆ ପାଣି ଉଠାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା,ଗାଡ଼ି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ କାଉଡିଆ ଆହତ

କାଉଡିଆ ପାଣି ଉଠାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା । ବ୍ରହ୍ମପୁର ନିକଟସ୍ଥ ଜଗଦଲପୁର ଅଞ୍ଚଳରୁ ଗଞ୍ଜାମ ଋଷିକୁଲ୍ୟା ନଦୀକୁ ଏକ ଟାଟାଏସିଇ ଯୋଗେ ଯାଉଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗାଡ଼ି ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ କାଉଡିଆ ଆହତ ହୋଇଛନ୍ତି ।ଶ୍ରାବଣ ସୋମବାର ପାଳନ…

ଆସନ୍ତା ୧୩ରୁ ୧୯ ଯାଏଁ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲୋ ପ୍ରେସର ଏରିଆ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଂକା ରହିଛି। ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍ , ଏବେ ମୋଟ ୧୨ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ଏବେ ମୋଟ ୧୨ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ । ବାମପାର୍ଶ୍ବରେ ୮ ଓ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି । ପୂର୍ବରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୮୫ ଫୁଟ୍ ରହିଛି ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ଓ ଟଙ୍କା ପ୍ରାପ୍ତିର ସୁଯୋଗ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । ପରିବାରରେ ଖୁସିର ପରିବେଶ ରହିବ । କଥାବାର୍ତ୍ତାରେ ସଂଯମ ରଖନ୍ତୁ ଓ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ।…

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ,ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ ।  ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ।  ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହା ଆଦୌ ପାଳନୀୟ…