ସାଗର ଦାସଙ୍କୁ ହତ୍ୟା ଧମକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ। ସାଗରଙ୍କ ସମର୍ଥକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ।ଭବାନୀପାଟଣା ବ୍ଲକ ଦେପୁର ଜୋନ୍ ୪ର କଂଗ୍ରେସ ସଭାପତି ଉଦେପୁର୍ ଗାଁର ଦେବାନନ୍ଦ ଯୋଶୀଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ…

ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର 24 ରେ ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ

ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର 24 ରେ ଭାରତର 53ତମ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ 9 ଫେବୃଆରୀ 2027 ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ୧୯୬୨ ଫେବୃଆରି ୧୦ରେ ହିସାର (ହରିଆଣା)ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୧…

ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି

ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର  ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ…

ଜୟଆଲୁକ୍କାସ୍ ‘ବ୍ରିଲିଆନ୍ସ ଡାୟମଣ୍ଡ ଜୁଏଲରୀ ଶୋ’ ଭୁବନେଶ୍ୱରରେ

ଭୁବନେଶ୍ୱର : ବିଶ୍ୱର ପ୍ରିୟ ଜୁଏଲର, ଜୟଆଲୁକ୍କାସ୍, ଭୁବନେଶ୍ୱରରେ ତାଙ୍କର ପ୍ରତୀକାତ୍ମକ ଭୁବନେଶ୍ୱରର ଶୋରୁମ୍ ରେ 21 ନଭେମ୍ବରରୁ ‘ବ୍ରିଲିଆନ୍ସ ଡାୟମଣ୍ଡ ଜୁଏଲରୀ ଶୋ’ ସହ ଓଡ଼ିଶାକୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ଏହି ବହୁ ଅପେକ୍ଷିତ ପ୍ରଦର୍ଶନୀ ଡାୟମଣ୍ଡ ଅଳଙ୍କାରର କାରୁକଳା, ଶୈଳୀ…

ଗୁଆହାଟୀ ଟେଷ୍ଟ୍‌: ରିଷଭ ପନ୍ତ ଅଧିନାୟକ

ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଟେଷ୍ଟର ପ୍ରଥମ ଦିନ। ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍‌ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ…

ଚାରୋଟି ଶ୍ରମ ସଂହିତା ଲାଗୁ କଲେ ସରକାର

ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ଭାରତ ସରକାର ଆଜିଠାରୁ ଚାରୋଟି ଶ୍ରମ ସଂହିତା - ମଜୁରୀ ସଂହିତା, ୨୦୧୯, ଶିଳ୍ପ ସମ୍ପର୍କ ସଂହିତା, ୨୦୨୦, ସାମାଜିକ ସୁରକ୍ଷା ସଂହିତା, ୨୦୨୦, ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା, ୨୦୨୦ - କାର୍ଯ୍ୟକାରୀ କରିଛନ୍ତି ।…

ଯେପର୍ଯ୍ୟନ୍ତ ବିଏସ୍ଏଫ୍ ପହରା ଦେଉଛି, ସେ ପର୍ଯ୍ୟନ୍ତ ଭାରତର ଇଞ୍ଚେ ଜମି ଉପରେ ମଧ୍ୟ ଶତ୍ରୁ ନଜର ପଡ଼ିବ ନାହିଁ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଭୁଜଠାରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ସଂଘବୀ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ଶ୍ରୀ ଦଲଜିତ ସିଂହ ଚୌଧୁରୀ ଏବଂ…

ନୂତନ ଶ୍ରମ ସଂହିତାର ଦେଶବ୍ୟାପୀ କାର୍ଯ୍ୟକାରିତା ପାଇଁ ସମସ୍ତ ଶ୍ରମିକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ସାରା ଦେଶରେ ନୂତନ ଶ୍ରମ ସଂହିତା ଲାଗୁ ହେବା ନେଇ ଦେଶର ସମସ୍ତ ଶ୍ରମିକଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ନୂତନ ଶ୍ରମ ସଂହିତାର ଦେଶବ୍ୟାପୀ କାର୍ଯ୍ୟକାରିତା ପାଇଁ…

ଆଜି ଠୁ ଜି-୨୦ ଶିଖର ସମ୍ମିଳନୀ, ଯୋଗ ଦେବେ ମୋଦୀ

ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଏଠାରେ ପହଞ୍ଚିଛନ୍ତି ଏବଂ ଜି-୨୦ନେତାମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଅବସର ଐତିହାସିକ କାରଣ ଏହା ଆଫ୍ରିକୀୟ ମହାଦେଶରେ…

ମିଛ ଧରା ପଡିଯିବା ଭୟରେ ସରକାର ଗଣତି ମଣତିକୁ ଟାଳୁଛନ୍ତି: ବିଜେଡି

ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରତ୍ନ…