NDA ସରକାର ନଆସିଲେ ରାଜ୍ୟର ପିଲାମାନେ ଡାକ୍ତର କିମ୍ବା ଇଞ୍ଜିନିୟର ନୁହେଁ, ଗୁଣ୍ଡା ହେବେ – ମୋଦୀ

ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଶନିବାର ସୀତାମାଢ଼ିରେ ଏକ ରାଲିକୁ କୁ ସମ୍ବୋଧିତ…

ବାଲିଯାତ୍ରାେରେ ବାସୀ ଖାଦ୍ୟ , ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ

ଆକ୍ସନରେ ଖାଦ୍ୟ ସୁରକ୍ଷା ବିଭାଗ । ଶନିବାର ଦିନ ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି । ଖବର…

ଲିଭର ଖରାପ ହେବାର ଲକ୍ଷଣ

ଲିଭର ଆମ ଶରୀର ଏକ ଜଟିଳ ଅଙ୍ଗ , ଯାହା ଆମ ସ୍ବାସ୍ଥ୍ୟ ଓ ଜୀବନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା କେବଳ ଖାଦ୍ୟର ପାଚକ କ୍ରିୟା କରେନି ବରଂ ଶରୀରୁ ବି ଅନୁପଯୋଗୀ ପଦାର୍ଥକୁ ନିଷ୍କାସନ କରିବାରେ  , ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ , ପ୍ରୋଟିନ୍ ଓ ଶକ୍ତି ସଂରକ୍ଷଣ,…

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ସମସ୍ତେ କେବଳ ଅନଲାଇନରେ ଫର୍ମ ପୂରଣ କରିବେ ।…

ରାଜ୍ୟରେ ବଢୁଛି ଶୀତ , କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ

ବିଳମ୍ବ ହେଲେ ବି କନ୍ଧମାଳକୁ  ଛୁଇଁଛି ପହିଲି ଶୀତ। କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ । ପ୍ରାତଃ ଭ୍ରମଣ କରିବା ସହ ପଡ଼ିଆରେ ଦେଖିବାକୁ ମିଳୁଛି ଭିଡ଼ । କନ୍ଧମାଳ ଜିଲାରେ ଆସିଛି ପହିଲି ଶୀତ । ଗତ ଦୁଇଦିନ ହେଲା ଫୁଲବାଣୀ ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା…

ଆଜିର ରାଶିଫଳ

ମେଷ: ଆୟୁଷ୍ମାନ୍‌ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କୁଳ ଉଦ୍ଧାରକ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ। ବୃଷ: ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦିନଟି…

ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି – ନବୀନ

ବିଜେପି ସରକାର ମିଥ୍ୟା ପ୍ରଚାର କରୁଛି। ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ନିର୍ବଚାନୀ ପ୍ରଚାର ବେଳେ ଏଭଳି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାର ସଭାରେ ଜନସାଧାରଣଙ୍କୁ…

ବିବାହର ୪ ବର୍ଷ ପରେ ମାତା ପିତା ହେବାର ସୌଭାଗ୍ଯ ଲାଭ କଲେ ଷ୍ଚାର ଦମ୍ପତ୍ତି କ୍ୟାଟ୍ରିନା କୈଫ୍- ଭିକି କୌଶଲ

ଷ୍ଚାର ଦମ୍ପତ୍ତି ହେଲେ ମାତାପିତା। ବଲିଉଡର ନାମିଦାମି ଷ୍ଟାର ଦମ୍ପତି ଭାବରେ ଜଣାଶୁଣା ଥିବା କ୍ୟାଟ୍ରିନା କୈଫ୍- ଭିକି କୌଶଲଙ୍କ ବିବାହର ୪ ବର୍ଷ ପରେ ସେମାନେ ମାତା ପିତା ହେବାର ସୌଭାଗ୍ଯ ଲାଭ କରିଛନ୍ତି। କ୍ୟାଟ୍ରିନା କୈଫ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଜି ୭ ନଭେମ୍ବରରେ ଏହି…

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ,କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି

ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।   ନଭେମ୍ବର ୧୦ ଯାଏଁ ସଡ଼କ ଓ ପରିବହନ ଉପରେ ହେବ ଆଲୋଚନା । ୮୪ତମ ଅଧିବେଶନରେ ଅଂଶଗ୍ରହଣ…

ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼,ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି

ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ…