ଓଡ଼ିଶାରେ ୧୫୬୨ଟି ଗାଁରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଏବେ ବି ଅପହଞ୍ଚ: ରାଜ୍ୟସଭାରେ ତଥ୍ୟ

ଭୁବନେଶ୍ୱର, ଡିସେମ୍ବର ୬: ଓଡ଼ିଶାରେ ଡିଜିଟାଲ୍ ସଂଯୋଗର ଅଗ୍ରଗତି ସତ୍ତ୍ୱେ ବହୁ ସଂଖ୍ୟକ ଗାଁରେ ଏପର୍ଯ୍ୟନ୍ତ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ପହଞ୍ଚିପାରିନାହିଁ। ରାଜ୍ୟସଭାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ପି. ଚନ୍ଦ୍ରଶେଖର ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୫୬୨ଟି ଗାଁରେ ମୋବାଇଲ୍‌ ଓ…

ଟଳିନି ଇଣ୍ଡିଗୋ ସଙ୍କଟ, ଆଜି ବି ବିମାନ ସେବା ବାତିଲ କରିଛି ଇଣ୍ଡିଗୋ

ଟଳିନି ଇଣ୍ଡିଗୋ ସଙ୍କଟ । ଆଜି ବି ଯାତ୍ରୀ ହନ୍ତସନ୍ତ । ବିମାନବନ୍ଦରରେ ଦୟନୀୟ ସ୍ଥିତି । ବିମାନ ଯାତ୍ରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି । ଦେଶର ସବୁଠାରୁ ବଡ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆଜି ଏକକାଳୀନ ଶହ ଶହ ବିମାନ ବାତିଲ କରିଦେଇଛି ।…

ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ

ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ । ୧-୧ରେ ସିରିଜ ବରାବର ରହିଛି । ଭାରତୀୟ ଦଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଉଛି । ୨-୦ରେ ଟେଷ୍ଟ ସିରିଜ ମୂଳପୋଛ କରିସାରିଥିବା ଦକ୍ଷିଣ ଆଫ୍ରିକା ଦଳ ଉକ୍ତ ମ୍ୟାଚ୍ ଜିତିଲେ…

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯିବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଶନିବାର ରାତିରେ ଫୁଲବାଣୀ ଓ…

ମୁଖ୍ୟମନ୍ତ୍ରୀ କନ୍ୟା  ବିବାହ ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା…

ମୁଖ୍ୟମନ୍ତ୍ରୀ କନ୍ୟା  ବିବାହ ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ । ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ସରକାର । ସିଧାସଳଖ ଯୁବତୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ଦିବ୍ୟାଙ୍ଗ, ବିଧବା, ଏସସି-ଏସଟିଙ୍କୁ ମିଳିବ ଅଗ୍ରାଧିକାର । ସମସ୍ତ ଜିଲ୍ଲାପାଳଙ୍କୁ…

ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଉନ୍ନତି ଦେବ। କଠିିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବାପାମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ। ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ବେପାରୀବର୍ଗକୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା…

ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି

 ଭାରତ ଓ ରୁଷ ମଧ୍ୟରେ ସୁଦୃଢ଼ ସମ୍ପର୍କର ନୂଆଯୁଗ ଆରମ୍ଭ । ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ଦ୍ବିପାକ୍ଷିକ ଆଲୋଚନାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନୂଆ ଦିଶା ଦେଇଛନ୍ତି । ଆଲୋଚନା ପରେ ଏକ ମିଳିତ ବିବୃତି ଜାରି କରାଯାଇଛି। ପୁଟିନ ଓ…

DDLJ ରିଲିଜର ୩୦ ବର୍ଷ ପୂରଣ ଅବସରରେ ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଶାହାରୁଖ ଖାନ ଏବଂ କାଜୋଲଙ୍କ ବ୍ରୋଞ୍ଜ…

ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ' (DDLJ) ରିଲିଜର ୩୦ ବର୍ଷ ପୂରଣ କରିଛି । ଫିଲ୍ମର ମୁଖ୍ୟ କଳାକାର ଶାହାରୁଖ ଖାନ ଏବଂ କାଜୋଲ ଏହି ଅବସରକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରିଛନ୍ତି । ଲଣ୍ଡନରେ ଏହାକୁ ସେଲିବ୍ରେଟ କରିଛନ୍ତି ସେଲିବ୍ରିଟି । ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଫିଲ୍ମରୁ…

ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫ ପ୍ରତିଶତକୁ ଆଣିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ଘୋଷଣା କରିବା ସହିତ ନିଜର ‘ତଟସ୍ଥ ଆଭିମୁଖ୍ୟ’ ବଜାୟ ରଖିଛନ୍ତି। ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା…

S-500 ଏୟାର ଡିଫେନ୍ସ ସିଷ୍ଟମ୍‌: S-400 ଠାରୁ କେତେ ଅଧିକ ଆଡଭାନ୍ସଡ୍

S-500ର ସବୁଠାରୁ ବଡ଼ ଖାସ୍ କଥା ହେଉଛି ଏହା ଶତ୍ରୁପକ୍ଷର ହାଇପରସୋନିକ୍ ଅସ୍ତ୍ର ଏବଂ ମହାକାଶ ସୀମାରେ ଥିବା ଉପଗ୍ରହକୁ ମଧ୍ୟ ଧ୍ୱଂସ କରିପାରିବ। ଏହି କ୍ଷମତା ଏହାକୁ ଏକ 'ରାଷ୍ଟ୍ରୀୟ ଏବଂ ସ୍ପେସ୍‌ ଫୋର୍ଟ୍ରେସ୍‌' (National and Space Fortress) ରୂପେ ପ୍ରତିଷ୍ଠିତ କରୁଛି। S-500 କେବଳ…