ଓ୍ବାଙ୍ଖଡ଼େରେ ଉଦଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ୍

ରୋହିତ ଶର୍ମାଙ୍କ ନାମରେ ନାମିତ ଷ୍ଟାଣ୍ଡଟି ୧୬ ମଇରେ ୱାଙ୍ଖେଡେ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଛି। ତାଙ୍କ ପିତାମାତାଙ୍କ ଦ୍ୱାରା ଷ୍ଟାଣ୍ଡଟି ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍…

ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା

ଭାରତ ବର୍ଷରେ ଖଣିଜ ସମ୍ପଦ ପରିପୂର୍ଣ୍ଣ ଭାବେ ଓଡ଼ିଶା ‌ହେଉଛି ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ ମହଜୁଦ୍ ଅଛି। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ…

ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି

ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ ଡ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ…

ବୀର ଯବାନଙ୍କ ସାହସ ଓ ପରାକ୍ରମ ପାଇଁ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା । ବିଜେପି ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ୧୦ ଦିନ ଧରି ଚାଲିବ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ…

ମେ ୧୮ ପର୍ଯ୍ୟନ୍ତ ବଢ଼ିଲା ଅସ୍ତ୍ରବିରତି ଅବଧି

ବଢ଼ିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି। ଉଭୟ ଦେଶର ସହମତିରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଗୁରୁବାର ପର୍ଯ୍ୟନ୍ତ ତାହାର ଅବଧି ରହିଥିଲା। ଏବେ ସେହି ଅବଧିକୁ ବୃଦ୍ଧି କରାଯାଇ ମେ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। …

ନକ୍ସଲ ମୁକ୍ତ ଭାରତଦି ଗରେ ଐତିହାସିକ ସଫଳତା

'ନକ୍ସଲ ମୁକ୍ତ ଭାରତ' ଦିଗରେ ଏକ ଐତିହାସିକ ସଫଳତା ହାସଲ କରି ସୁରକ୍ଷା ବାହିନୀ ଛତିଶଗଡ଼-ତେଲଙ୍ଗାନା ସୀମାରେ କାରେଗୁଟ୍ଟାଲୁ ପାହାଡ଼ (କେଜିଏଚ) ରେ ନକ୍ସଲଙ୍କ ବିରୋଧରେ ସବୁଠାରୁ ବଡ ଅପରେସନରେ ୩୧ ଜଣ ନକ୍ସଲଙ୍କୁ ହତ୍ୟା କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ…

ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ଏମସରେ ଭେଟିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦିଲ୍ଲୀର ଏମସ୍‍ ଟ୍ରମା ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ପାହାଡ଼ରେ ୩୧ ଜଣ ନକ୍ସଲଙ୍କ ହତ୍ୟା କରାଯାଇଥିବା ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷା କର୍ମୀଙ୍କୁ…

ଓୟୋ ହୋଟେଲ ଛାତରୁ ତଳକୁ ଡେଇଁଲେ କାହିଁକି ଯୁବତୀ

ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଜଣେ ଯୁବତୀ ଓୟୋ ହୋଟେଲ ଛାତରୁ ପଡ଼ିଯାଇ ମୃତ୍ୟୁ ଘଟିଛି । ତାଙ୍କ ପ୍ରେମିକ ତାଙ୍କୁ ଠେଲିଦେଇ ଥବା ଝିଅର ମା ଅଭିଯୋଗ କରିଛନ୍ତି ।  ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା…

ମୁନ୍ନାଙ୍କ ଇସ୍ତଫା ନେଇ ଚର୍ଚ୍ଚା

ବିଜେଡି ସାଂସଦ ମୁନ୍ନା ଖାଁ ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଏବଂ ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ୫ ମେ’ରେ ଗଠିତ ହୋଇଥିଲା । ସାମ୍ପ୍ରତିକ ଘଟଣାକ୍ରମରେ, ଦିଲୀପ ତିର୍କୀଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଥିଲା। …

ବିଡ଼ିଓ-ସିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ତାଗିଦ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ କରିବେନି। ଲୋକଙ୍କ ପାଇଁ କାମ କରିବେ। ମୋ ଛୋଟ ବ୍ରେନରେ ସବୁ ସେଭ୍ ହୋଇ ରହିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କିନ୍ତୁ କ୍ଷମା ଦେବିନି। ଆମ ଲାଇନରେ…