ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ

ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୟାମିନ, ଦେବିନ୍ଦର ଓ ଅର୍ମାନ ରହିଛନ୍ତି। ହରିୟାଣାର ହିସାରରେ…

ଅପରେସନ ସିନ୍ଦୂରର ସଫଳତା ପାଳନ

ଅପରେସନ ସିନ୍ଦୂରର ସଫଳତା ପାଳନ ଅବସରରେ ମାଷ୍ଟର କ୍ୟାଣ୍ଟିନଠାରେ ମିସନ୍ ଶକ୍ତି ବିଭାଗ ପକ୍ଷରୁ ‘ସିନ୍ଦୂର ଯାତ୍ରା’ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅପରେସନ୍‌ ସିନ୍ଦୂର କେବଳ ଏକ ନାମ ନୁହେଁ,  ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ…

୭ ଜିଲ୍ଲାକୁ ରେଡ୍‌ ଆଲର୍ଟ

ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗରମ ସହିତ ଗୁଳୁଗୁଳି ଜାରି ରହିଥିବା ବେଳେ ଆହୁରି ୪୮ ଘଣ୍ଟା ଜନଜୀବନ ଅସ୍ତବ୍ୟସ୍ତ କରିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ଏହାସହ କାଳବୈଶାଖୀ ଯୋଗୁଁ ୪ ଦିନ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୨ ଦିନ ଯାଏ ବର୍ଷା ପାଇଁ…

ଅଲଗା ହେବ ବାଲୁଚିସ୍ତାନ

ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ଭିସା। ଏହି ଆବେଦନ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଏବଂ ଭାରତୀୟ…

ତୁର୍କୀ ସାମଗ୍ରୀ, ଭ୍ରମଣ ବର୍ଜନ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ବିରୁଦ୍ଧରେ ଓଡ଼ିଶା ସମେତ ସାରା ଭାରତରେ ‘ବୟକଟ୍‌ ତୁର୍କୀ’ ଆନ୍ଦୋଳନ ଜୋର ଧରିଛି। ଭୁବନେଶ୍ୱର ଓ ଅନ୍ୟ ସହରରେ ଲୋକମାନେ ତୁର୍କୀରୁ ଆସୁଥିବା ସେଓ, ମାର୍ବଲ ଓ…

ଓ୍ବାଙ୍ଖଡ଼େରେ ଉଦଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ୍

ରୋହିତ ଶର୍ମାଙ୍କ ନାମରେ ନାମିତ ଷ୍ଟାଣ୍ଡଟି ୧୬ ମଇରେ ୱାଙ୍ଖେଡେ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଛି। ତାଙ୍କ ପିତାମାତାଙ୍କ ଦ୍ୱାରା ଷ୍ଟାଣ୍ଡଟି ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍…

ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା

ଭାରତ ବର୍ଷରେ ଖଣିଜ ସମ୍ପଦ ପରିପୂର୍ଣ୍ଣ ଭାବେ ଓଡ଼ିଶା ‌ହେଉଛି ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ ମହଜୁଦ୍ ଅଛି। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ…

ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି

ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ ଡ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ…

ବୀର ଯବାନଙ୍କ ସାହସ ଓ ପରାକ୍ରମ ପାଇଁ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା । ବିଜେପି ପକ୍ଷରୁ ଏହି ତ୍ରିରଙ୍ଗା ଶୋଭାଯାତ୍ରା ୧୦ ଦିନ ଧରି ଚାଲିବ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ…

ମେ ୧୮ ପର୍ଯ୍ୟନ୍ତ ବଢ଼ିଲା ଅସ୍ତ୍ରବିରତି ଅବଧି

ବଢ଼ିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି। ଉଭୟ ଦେଶର ସହମତିରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଗୁରୁବାର ପର୍ଯ୍ୟନ୍ତ ତାହାର ଅବଧି ରହିଥିଲା। ଏବେ ସେହି ଅବଧିକୁ ବୃଦ୍ଧି କରାଯାଇ ମେ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। …