ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ , ପ୍ରତିବାବ କଲା ଭାରତ
ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ । ଭାଙ୍ଗିଦେଲେ ମୂର୍ତ୍ତି । ପ୍ରତିବାବ କଲା ଭାରତ । ଥାଇଲାଣ୍ଡ ଏବଂ କମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାକୁ ଜୋରଦାର ବିରୋଧ କରିଛି ଭାରତ । ଏହା କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ କରିଥିବା ବୈଦେଶିକ ମନ୍ତ୍ରାଳୟ…